ନକୌରଶାହାଙ୍କ ମଧ୍ୟରେ ଘେରି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ
by Argus News
Thu, May 23 | 12:36 p.m.

ଅର୍ଗସ ବ୍ୟୁରୋ:  ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ। ନକୌରଶାହାଙ୍କ ମଧ୍ୟରେ ଘେରି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ସରକାର ନେତୃତ୍ୱରେ ହଜିଛି ରତ୍ନଭଣ୍ଡାର ଚାବି। ବିଜେପି ଆସିଲେ ଜଗନ୍ନାଥଙ୍କ ପୀଠର ଆହୁରି ବିକାଶ ହେବ। ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦିଆଯାଉଛି। ଏଠାକାର ସରକାର ହତ୍ୟା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି କହି ବର୍ଷିଲେ ଯୋଗୀ। ଓଡିଶାର ମାଫିଆଙ୍କ ଉପରେ ବର୍ଷିଲେ ଯୋଗୀ ଆଦିତ୍ୟନାଥ। ଓଡିଶାର ମାଫିଆଙ୍କୁ ଦମନ କରାଯିବା ନେଇ ପରୋକ୍ଷ ଚେତାବନୀ ଦେଲେ ଯୋଗୀ।

ଏଠାକର ମାଫିଆଙ୍କୁ ବୁଲଡୋଜରରେ ଜବାବ ଦିଆଯିବ । ଉତ୍ତରପ୍ରଦେଶ ଭଳି ଏଠାକାର ମାଫିଆଙ୍କୁ ବୁଲଡୋଜରରେ ଜବାବ ଦିଆଯିବ। ଏଠି କୋଇଲା, ବାଲି ମାଫିଆ ଭଳି ଅନେକ ମାଫିଆ ଅଛନ୍ତି। ଜମି, ବାଲି, ଜଙ୍ଗଲ ଓ ଗୋରୁ ମାଫିଆଙ୍କ ମୂଳୋତ୍ପାଟନ ହେବ। ଓଡିଶାରେ ଡବଲ୍‌ ଇଞ୍ଜିନ ସରକାର ହେବ, ଏମାନଙ୍କୁ ଜବାବ ଦିଆଯିବ। ଏହା ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ ତାଙ୍କୁ ସାବାଡ କରାଯିବ। ଡବଲ ଇଞ୍ଜିନ ସରକାରରୁ କିଭଳି ଲାଭ ମିଳେ ଉତ୍ତରପ୍ରଦେଶ ଦେଖାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା