ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ
by Argus News
Thu, May 30 | 8:00 p.m.

କନ୍ଧମାଳ: କନ୍ଧମାଳ ଜିଲ୍ଲା ଟିକାବାଲି ଆଖଣ୍ଡଳମଣି ସାହିରେ  ବଜ୍ରପାତ ଘଟି ଜଣେ ଯୁବତୀଙ୍କ  ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବତୀ ଜଣକ ଟିକାବାଲି ଥାନା ଟିକାବାଲି ଗ୍ରାମ ଆଖଣ୍ଡଳମଣି ସାହି ବିମ୍ବାଧର ବିଷୋୟୀ ଙ୍କ ଝିଅ ରୂପାଲି ବିଷୋୟୀ (୨୩) ଆଜି ଅପରାହ୍ନ ସମୟରେ  ନିଜ ଘର ଭିତରେ ରେ ବସିଥିବା ବେଳେ ଅପରାହ୍ନରେ ଖୁବ୍ ଜୋରରେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଥିଲା।  

ଘର ଭିତରେ ଥିବା ସମୟରେ ବଜ୍ରପାତ ଘଟିଥିବା ବେଳେ ସେଥିରେ ବିମ୍ବାଧର ବିଷୋୟୀ ଓ ତାଙ୍କ ସ୍ତ୍ରୀ ଅତୁଳା ବିଷୋୟୀ ଆହତ ହୋଇଥିବା ବେଳେ ଝିଅ ରୂପାଲି  ଉପରେ ବଜ୍ରପାତ ହୋଇଥିଲା।ଫଳରେ ରୁପାଲିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବାସିନ୍ଦା  ସମସ୍ତଙ୍କୁ  ଟିକାବାଲି  ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ରୂପାଲି ଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l 

ଅଧିକ ପଢନ୍ତୁ ଓଡିଶା ଖବର 
 
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା