Thalapathy Vijay / ବିଜୟଙ୍କ କମାଲ୍; ୫ଗୁଣ ବଢିଲା ତାମିଲନାଡୁ ସରକାରଙ୍କ ସୋସିଆଲ ମିଡିଆ ଫଲୋଅର୍ସ
·4 months ago·2 min read

Key Points
ବିଜୟ ଥାଲାପତି ଆସୁ ଆସୁ ଫଲୋଅର୍ସ ବନ୍ୟା
କିଛି ଦିନରେ ୪ଲକ୍ଷରୁ ୨୦ଲକ୍ଷରେ ପହଞ୍ଚିଲା ଫଲୋଅର୍ସ
ଦିନକୁ ଦିନ ବଢୁଛି ତାମିଲନାଡୁ ସରକାରଙ୍କ ଫଲୋଅର୍ସ ସଂଖ୍ୟା
କିଛି ଦିନରେ ୪ଲକ୍ଷରୁ ୨୦ଲକ୍ଷରେ ପହଞ୍ଚିଲା ଫଲୋଅର୍ସ
ଦିନକୁ ଦିନ ବଢୁଛି ତାମିଲନାଡୁ ସରକାରଙ୍କ ଫଲୋଅର୍ସ ସଂଖ୍ୟା
ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ କେବଳ ରାଜନୈତିକ ମହଲରେ ନୁହେଁ, ବରଂ ସୋସିଆଲ ମିଡିଆରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହର ପ୍ରଭାବ ଏବେ ସୋସିଆଲ ମିଡିଆରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ତାମିଲନାଡୁ ସରକାରଙ୍କ ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଫଲୋଅର୍ସ ଏବଂ କମେଣ୍ଟ ସେକ୍ସନରେ ବନ୍ୟା ଦେଖିବାକୁ ମିଳିଛି ।
CMO ତାମିଲନାଡୁର X ଆକାଉଣ୍ଟରେ ଅନୁଗାମୀଙ୍କ ସଂଖ୍ୟାରେ ଏକ ବିରାଟ ବୃଦ୍ଧି ପାଇଛି । ବିଜୟ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଏହି ଆକାଉଣ୍ଟରେ ପ୍ରାୟ ୪ଲକ୍ଷ ଅନୁଗାମୀ ବା ଫଲୋଅର୍ସ ଥିଲେ । କିନ୍ତୁ ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ, ଅନୁଗାମୀଙ୍କ ସଂଖ୍ୟା ୨୨ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି । ଯାହାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା ହେଉଛି ।

- ଇନଷ୍ଟାଗ୍ରାମରେ ବି ଫଲୋଅର୍ସ ବନ୍ୟା
- YouTube ଚ୍ୟାନେଲ ବି ଲାଭବାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଅନଫଲୋ କରିଥିବା ପୁଅ ବିଷୟରେ ଏମିତି କହିଲେ ବିଜୟ ଥାଲାପତି
ଅଧିକ ଖବର ପଢନ୍ତୁ...
- ଗୋଟିଏ ଫଟୋକୁ 1.5M ଭ୍ୟୁଜ୍
ଅଧିକ ଖବର ପଢନ୍ତୁ...
Related Topics
Explore more stories