ସୋନ ନଦୀରେ ଆସିଲା ବନ୍ୟାପାଣି
by Argus News
Sat, Oct 26 | 9:56 a.m.

ଅର୍ଗସ ବ୍ୟୁରୋ:  ସୋନନଦୀରେ ଆସିଲା ବନ୍ୟାପାଣି। ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟପାଣି। ତିନୋଟି ପଂଚାୟତର ୪ ଟି ଗାଁ ଯୋଗାଯୋଗ ବିଚ୍ଛିନ୍ନ। ବାତ୍ୟା ଦାନା ପ୍ରଭାବରେ ଶୁକ୍ରବାର ଦିନ ସାରା ବର୍ଷା ଲାଗିରହିଥିଲା।ମୟୁରଭଞ୍ଜ ଜିଲ୍ଲା କାଳଡ୍ୟାମ ପାଣି ଛାଡିବା ପରେ ଏଭଳି ବନ୍ୟା ପରିସ୍ଥିତି ଆସିଥିବା ଜଣା ପଡିଛି।ବନ୍ୟପାଣି ଆସିବା ପରେ ନଈକୁଳିଆ ଆତଙ୍କିତ ହୋଇପଡିଛନ୍ତି।ବେଗୁନିଆ ଅଞ୍ଚଳରେ ନଦୀରୁ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି।ବନ୍ୟପାଣି ଆସିବା ନେଇ ସୋନନଦୀ ଉପକୂଳ ଅଞ୍ଚଳ ବାଡ଼ିଆ, ସିଙ୍ଗିରୀ, ବେଗୁନିଆ, ତୁଟାପଡା, ସଂସାପାଳ ଗାଁ ପ୍ରଭାଭିତ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

CYLINDER BLAST
25m ago
ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହେଲେ କ୍ଷତିପୂରଣ ଦେବେ ବୀମା କମ୍ପାନୀ
କଟକ: ଏଣିକି ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ଆହତ ହୋଇ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୀମା କମ୍ପାନ
DANA IMPACT
42m ago
ଦାନା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଲଗାଣ ବର୍ଷା ଜାରି
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଗଲା 24 ଘଣ୍ଟାରେ ଯାଜପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । 5 ଜିଲ୍ଲାରେ ସ୍କୁ
FLOOD
ସୋନ ନଦୀରେ ଆସିଲା ବନ୍ୟାପାଣି
ଅର୍ଗସ ବ୍ୟୁରୋ: ସୋନନଦୀରେ ଆସିଲା ବନ୍ୟାପାଣି। ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟପାଣି। ତିନୋଟି ପଂଚାୟତର ୪ ଟି ଗାଁ ଯୋଗାଯୋଗ ବିଚ୍ଛିନ୍ନ। ବାତ୍ୟା ଦାନା ପ୍ରଭାବର