ଦାଦନ ଅଭିମୁଖେ ଯାଉଥିବା ବେଳେ ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ
by Argus News
Thu, Jun 27 | 6:16 p.m.

ଅର୍ଗସ ବ୍ୟୁରୋ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏସ. ଗୋପାଳପୁର ପଞ୍ଚାୟତର ସୁନାରୀପଲି ଗ୍ରାମର 21 ବର୍ଷ ର ଜିତୁ ପ୍ରଧାନ l ଦାଦନ ଖଟିବା ପାଇଁ ଚେନ୍ନାଇ ଅଭିମୁଖେ ଗତ ଦୁଇ ଦିନ ତଳେ ଘରୁ ବାହାରିଥିଲେ l 

କୌଣସି କାରଣ ବଶତଃ ଟ୍ରେନରୁ ଖସି ପଡି ତାଙ୍କର ମୃତ୍ୟୁ ଘଟିଛି l ମୃତ୍ୟୁ ଖବର ଶୁଣି ପରିବାରରେ ଏବେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l 21 ବର୍ଷୀୟ ଭେଣ୍ଡିଆ ପୁଅକୁ ହରେଇ ପରିବାର ବର୍ଗ ଚିନ୍ତାରେ ଥିବା ବେଳେ ପରିବାର ଲୋକେ ଆନ୍ଧ୍ର ଅଭିମୁଖେ ଯାଇ ଜିତୁ ପ୍ରଧାନଙ୍କ ମୃତଦେହକୁ ଧରି ଗ୍ରାମ ଅଭିମୁଖେ ଫେରୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ନରେନ୍ଦ୍ର ମୋଦି
39m ago
ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅର୍ଗସ ବ୍ୟୁରୋ: ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥ
ସଲମାନ ଖାନ
ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ
ଅଣସର ଭାର
ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର
ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେ