ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍
by Argus News
Wed, Dec 18 | 5:45 p.m.

ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ । ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟିମ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ । ବୈଠକ ପରେ ସ୍ବାସ୍ଥ୍ୟ ସଚିବ ଅସ୍ୱଥି ଏସ.ଙ୍କ ସୂଚନା । ସ୍କିମକୁ କିଭଳି ଇଣ୍ଟିଗ୍ରେଟ କରାଯିବ କେନ୍ଦ୍ରୀୟ ଟିମ ସହ ସବିଶେଷ ଆଲୋଚନା ହୋଇଛି । 

ବ୍ୟାକ ଏଣ୍ଡରେ IT ସିଷ୍ଟମ ଇଣ୍ଟିଗ୍ରେଟ ନେଇ ମଧ୍ୟ ଆଲୋଚନା ହୋଇଛି । ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଆଜି ଆଉ ଥରେ ଉଚ୍ଚ ସ୍ତରୀୟ ଆଲୋଚନା ହେବ । ଆଶା କରାଯାଉଛି, ଯେତେଶୀଘ୍ର ସମ୍ଭବ ହେବ, ସ୍କିମ କାର୍ଯ୍ୟକାରୀ କରାଯିବ । ଆଜି କେନ୍ଦ୍ରୀୟ ଟିମ ଆସିବା ପରେ ବହୁତ୍ ଜଲଦି ସବୁ ପ୍ରକ୍ରିୟା ସାରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି ଆଶା କରୁଛୁ । ନୂଆ ଆର୍ଥିକ ବର୍ଷ ପୂର୍ବରୁ ନୂଆ ଯୋଜନା ଲାଗୁ ନେଇ ଆଶାବାଦୀ ଅଛୁ ।
 

ଆରବସାଗର
5m ago
ଆରବସାଗର ବୋଟ ଟ୍ରାଜେଡି: ୧୩ ମୃତ
ଅର୍ଗସ ବ୍ୟୁରୋ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା
ଟେଣ୍ଡର ପାଇଁ 10ଲକ୍ଷ
7m ago
ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା: ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଅର୍ଗସ ବ୍ୟୁରୋ: ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ସିବିଆଇ ଦ୍ବାରା ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଜାମିନ ଆବେଦନ ମଜୁର କଲେ ସିବିଆ
କାଶ୍ମୀର ରିୟାସି
37m ago
କାଶ୍ମୀର ରିୟାସି ଜିଲ୍ଲାର ଚେନାବ ନଦୀ ଉପରେ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍
ଅର୍ଗସ ବ୍ୟୁରୋ: ଅବିଶ୍ବନୀୟ ଇଞ୍ଜିନିୟରିଂ । ଆଧୁନିକ ଭାରତର ଗର୍ବ ଗୌରବ। ଜାମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ବର ଆଉ ଏକ ଆଶ୍ଚର୍ଯ୍ୟ । 359 ମିଟର ଉଚ୍ଚରେ ଚେନାବ ନଦୀ ଉପର
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତ
ଆମ୍ବେଦକର
ସାମ୍ନାକୁ ଆସିଲେ PM, ସୋସିଆଲ୍ ମିଡିଆରେ କଲେ ସିରିଜ୍ ପୋଷ୍ଟ
ଅର୍ଗସ ବ୍ୟୁରୋ: ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ କଂଗ୍ରେସ କେମିତି କରୁଛି ମିଛ ପ୍ରଳାପ ମଙ୍ଗଳବାର ରାଜ୍ୟସଭାରେ ତାର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ