ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
by Argus News
Wed, Dec 18 | 7:45 p.m.

ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଆମ ଦେଶ ସମ୍ବିଧାନର ଗୈରବମୟ 75ବର୍ଷ ପୂର୍ତ୍ତି ହୋଇଛି । ଇଏ ସେହି ସମ୍ବିଧାନ ଯିଏ ଦେଶର ଅଳ୍ପସଂଖ୍ୟକମାନଙ୍କୁ ସମ୍ମାନପୂର୍ବକ ଜୀବନ ବଞ୍ଚିବାକୁ ଅଧିକାର ଦେଇଛି । ଶିକ୍ଷା ମାଧ୍ୟମରେ ଅଳ୍ପସଂଖ୍ୟକମାନଙ୍କୁ ସୁନ୍ଦର ଜୀବନ ଯାପନ କରିବାର ଅଧିକାର ଦେଇଛି ।

ଏଥିପାଇଁ ଏହି ଆୟୋେଗ ଗଠନ ହୋଇଥିଲା । ଗତ ସାଢେ 10ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ  କେନ୍ଦ୍ର ସରକାର ବିନା ଭେଦଭାବରେ  ସବକା ସାଥ ସବକା ବିକାଶ ନୀତିରେ ବିଶ୍ବାସ କରିଛନ୍ତି । ବଞ୍ଚିତ ମାନଙ୍କୁ ଆବାସ, ମାଗଣା ରାସନ, ବ୍ୟାଙ୍କ ଖାତା, ଗ୍ୟାସ ସିଲିଣ୍ଡର ପ୍ରଦାନ କରିଛନ୍ତି । ଆମ ପାଇଁ ଜାତି ଓ ଧର୍ମ ପ୍ରମୁଖ ଆଧାର ନୁହେଁ, ବରଂ 4ଟି ବର୍ଗକୁ ଆମ ସରକାର ଗୁରୁତ୍ବ ଦେଇଆସିଛି । ଗରିବ, ଚାଷୀ, ମହିଳା ଓ ଯୁବ ବର୍ଗ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ । ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନ ବର୍ତ୍ତମାନ ସମୟର ଡିମାଣ୍ଡ ।

ଆରବସାଗର
ଆରବସାଗର ବୋଟ ଟ୍ରାଜେଡି: ୧୩ ମୃତ
ଅର୍ଗସ ବ୍ୟୁରୋ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା
ଟେଣ୍ଡର ପାଇଁ 10ଲକ୍ଷ
ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା: ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଅର୍ଗସ ବ୍ୟୁରୋ: ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ସିବିଆଇ ଦ୍ବାରା ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଜାମିନ ଆବେଦନ ମଜୁର କଲେ ସିବିଆ
କାଶ୍ମୀର ରିୟାସି
କାଶ୍ମୀର ରିୟାସି ଜିଲ୍ଲାର ଚେନାବ ନଦୀ ଉପରେ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍
ଅର୍ଗସ ବ୍ୟୁରୋ: ଅବିଶ୍ବନୀୟ ଇଞ୍ଜିନିୟରିଂ । ଆଧୁନିକ ଭାରତର ଗର୍ବ ଗୌରବ। ଜାମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ବର ଆଉ ଏକ ଆଶ୍ଚର୍ଯ୍ୟ । 359 ମିଟର ଉଚ୍ଚରେ ଚେନାବ ନଦୀ ଉପର
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତ
ଆମ୍ବେଦକର
ସାମ୍ନାକୁ ଆସିଲେ PM, ସୋସିଆଲ୍ ମିଡିଆରେ କଲେ ସିରିଜ୍ ପୋଷ୍ଟ
ଅର୍ଗସ ବ୍ୟୁରୋ: ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ କଂଗ୍ରେସ କେମିତି କରୁଛି ମିଛ ପ୍ରଳାପ ମଙ୍ଗଳବାର ରାଜ୍ୟସଭାରେ ତାର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ