ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ ଚୋରି
by Argus News
Thu, Dec 14 | 11:13 a.m.

ଅର୍ଗସ ନ୍ୟୁଜ: ଗତକାଲି ବିଳମ୍ୱିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପୋଇତରା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିରରୁ କେତକ ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ସୁନା ରୁପା ଅଳଙ୍କାର ସହିତ ଦୁଇ ଗୋଟି ଦାନବାକ୍ସ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି। 

ଗ୍ରାମବାସୀଙ୍କ ପକ୍ଷରୁ ଗୋପ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି। ଗୋପ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମନ୍ଦିରରୁ ଚୋରି ହେଉଥିବା ବେଳେ ପୋଲିସ କୌଣସି ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରିନାହିଁ I ଗୋପ ପୋଲିସର ପାରିବା ପଣିଆ ଉପରେ ପ୍ରଶବାଚୀ ସୃଷ୍ଟି କରିଛି I 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଶିଶୁ ପୁତ୍ର ବିକ୍ରି
25m ago
ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ସଂପୂର୍ଣ୍ଣ ଖବର ପଢିଲେ ହୋସ୍ ଉଡିଯିବ
କଟକ: ଦୁଇ ବର୍ଷର ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁପୁତ୍ରର ଜେଜେବାପା ରାହାସ ସାମଲ । ସୂଚନାମୁତାବକ କଟ
SPEED 10
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ : ଆଜି ଭଷାଣୀ । ମାଆଙ୍କୁ ମେଲାଣି ଦେବାର ବେଳ । କଟକର ବିଭିନ୍ନ ସ୍ଥାନରେ ଭଷାଣୀ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏକାଠି ହୋଇଛନ୍ତି ଶହ ଶହ ଲୋକ ଅର୍ଥନୀତି ପାଇ
NOBEL PRIZE
ସମୋଗଲୁ, ଜନସନ ଓ ଜେମ୍ସ ରବିନ୍ସନଙ୍କୁ ମିଳିବ ଅର୍ଥଶାସ୍ତ୍ରରେ ନୋବେଲ
ଅର୍ଗସ ବ୍ୟୁରୋ: ତିନି ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । 2024 ବର୍ଷ ପାଇଁ ଆର୍ଥିକ ବିଜ୍ଞାନରେ ଡାରୋନ ଏସମୋଗଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନ୍ସନଙ୍କୁ ମିଳି