ବଡ଼ଦର୍ଲିପଡାରେ ଝାଡ଼ାବାନ୍ତି ଆକ୍ରାନ୍ତ: ୨ ମୃତ
by Argus News
Wed, Sep 25 | 3:22 p.m.

ଅର୍ଗସ ବ୍ୟୁରୋ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ ଦର୍ଲିପଡା ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର 3 ଜଣ ସିନାପାଲି ଏବଂ ନୂଆପଡା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଖବର ପାଇ ସିନାପାଲି ମେଡିକାଲ ଟିମ ଗାଁକୁ ପହଁଞ୍ଚି ସଚେତନତା କରିବା ସହ ଗାଁ ଲୋକଙ୍କୁ ଔଷଧ ଦେଇଛନ୍ତି ଏବଂ ପିଇବା ପାଣିକୁ ପରୀକ୍ଷା ପାଇଁ ନେଇଛନ୍ତି ମେଡିକାଲ ଟିମ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ନବୀନ ପଟ୍ଟନାୟକ
17m ago
ଅସନ୍ତୋଷ ଝାଡୁଛନ୍ତି ନେତା, ଟେନସନ୍ ରେ ନବୀନ
ଅର୍ଗସ ବ୍ୟୁରୋ : ବିଜେଡି ସଙ୍ଗଠନରେ ବିସ୍ଫୋରଣ ସ୍ଥିତି । ପ୍ରଦୀପ ମାଝୀ, ବଦ୍ରୀ ପାତ୍ର ଙ୍କ ପରେ ଅଶ୍ବୀନି ପାତ୍ର । ଜଣେ ପରେ ଜଣେ ନେତାଙ୍କ ବିବୃତ୍ତି ବିଜେଡି ସୁପ୍ରମୋଙ୍
ଭରତପୁର ଥାନା ଘଟଣା
19m ago
ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ
ଅର୍ଗସ ବ୍ୟୁରୋ:ଦିନ ଗଡୁଥିବାବେଳେ ଭରତପୁର ଥାନା ଘଟଣାକୁ ନେଇ ଥମୁନି ସାରା ରାଜ୍ୟରେ ଚର୍ଚ୍ଚା। ଚାଲିଛି ତଦନ୍ତ, ଫଳାଫଳକୁ ଅପେକ୍ଷା। ମେଜର ଓ ତାଙ୍କ ବାନ୍ଧବୀ ନାଁ ପୋଲିସ ଅଧିକାରୀ। କି
SPEED 10
26m ago
ଦିନ ତମାମର ବ୍ରେକିଂ ଦେଖିବାକୁ ସ୍କ୍ରୋଲ କରନ୍ତୁ Speed 10
ଅର୍ଗସ ବ୍ୟୁରୋ : ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କଲେ ମୋହନ; କହିଲେ, ନିଜ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ନିଲମ୍ବି