ପ୍ରବଳ ବର୍ଷା, ରାସ୍ତାରେ ଲହଡ଼ି ମାରିଲା ବର୍ଷା ଜଳ
by Argus News
Fri, Jun 28 | 8:18 a.m.

ଅର୍ଗସ ବ୍ୟୁରୋ:  ପ୍ରବଳ ବର୍ଷାରେ ଭିଜିଲା ରାଜଧାନୀ ସମେତ ରାଜ୍ୟର ଅନେକ ଅଞ୍ଚଳ। ରାସ୍ତାରେ ଲହଡ଼ି ମାରିଲା ବର୍ଷା ଜଳ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା। ରାଜ୍ୟରେ ଆଗାମୀ 4 ଦିନ ଯାଏଁ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ବେଳେ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ଓ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

MOHAN
1m ago
ନିର୍ଦ୍ଦୟ ହୋଇଥିଲେ ନବୀନ, ମୋହନ ଦେଖାଇଲେ ମହାନତା
ଅର୍ଗସ ବ୍ୟୁରୋ: ବିଜେଡି ସରକାର ବନ୍ଦ କରି ଦେଇଥିବା ସ୍କୁଲ ଗୁଡିକ ପୁଣିଥରେ ଖୋଲିବାକୁ ବିଜେପି ସରକାର ଆରମ୍ଭ କରିଛନ୍ତି ଯୋଜନା । ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକ
ବିରାଟ, ରୋହିତ,
6m ago
ବିରାଟ, ରୋହିତ, ଜାଡେଜାଙ୍କ ପରେ ଏବେ ଏହି ଖେଳାଳି ନେଇପାରନ୍ତି ଅବସର
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ଟିମ ଇଣ୍ଡିଆ ଆଇସିସି ଟ୍ରଫିର ଅନ୍ତ ଘଟାଇ ଟାଇଟଲ ଜିତିଛି। ଭାରତର ଏହି ବିଜୟ ପରେ ବିରାଟ କୋହଲି ,ବଂ ରୋହିତ ଶର୍ମା ଟି-୨୦ରୁ ଅବସର ଘୋଷଣ
ARRESTED
9m ago
କେବେ ଗିରଫ ହେବେ ରଙ୍ଗଶାଳାର ମାଷ୍ଟରମାଇଣ୍ଡ ନେତା ଓ ବାବୁ
କେବେ ଗିରଫ ହେବେ ରଙ୍ଗଶାଳାର ମାଷ୍ଟରମାଇଣ୍ଡ ନେତା ଓ ବାବୁ ବିବାଦରେ ପ୍ରଣବ ବଳବନ୍ତରାୟ , ପ୍ରଭାତ ବଳବନ୍ତରାୟ, ଏଲିନା ଦାସ ବଲେବଲେ ଢାବାକୁ ନେଇ ବିବାଦରେ ବିଜେଡିର ଏହି ତିନ