୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ୍ ଜେ.ଇ  
by Argus News
Wed, Mar 20 | 2:39 p.m.

ଖୋର୍ଦ୍ଧା:  ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ବ୍ଲକ୍ ଜେ.ଇ  । ଠିକାଦାରଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଖୋର୍ଦ୍ଧା ବ୍ଲକ୍ ଜେ.ଇ ସଙ୍ଗୀତା ମହାପାତ୍ର । ନିଜ କାର୍ଯ୍ୟାଳୟରେ ନେଇଥିବା ଟଙ୍କା ସହିତ ଧରା ହେଲେ ସଙ୍ଗୀତା । ଭିଜିଲାନ୍ସ ଅଧିକାରୀ ସଙ୍ଗୀତାଙ୍କୁ ଅଟକ ରଖି ଚଳାଇଛନ୍ତି ପଚରାଉଚରା ।

ଠିକାଦାର ଶିଶିର ମଙ୍ଗରାଜଙ୍କ ଠାରୁ ୫୦୦୦୦ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ରାଜ୍ୟସଭା ସାଂସଦଙ୍କ ଅନୁଦାନ ରେ ଖୋର୍ଦ୍ଧା ବ୍ଲକ ରେ ଏକ ରାସ୍ତା କାର୍ଯ୍ୟ ବିଲ ପାସ କରିବାକୁ ନେଉଥିଲେ ଲାଞ୍ଚ। ବ୍ଲକ୍ କାର୍ଯ୍ୟାଳୟ ରୁ ଭିଜିଲାନ୍ସ ଟିମ୍ ଜବତ କଲ ପୁଲା ପୂଳା ଟଙ୍କା। ଭିଜିଲାନ୍ସ ଟିମ୍ ବ୍ଲକ କାର୍ଯ୍ୟାଳୟର କରୁଛି ତଦନ୍ତ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

 

‘ଅକ୍ଷୟ ତୃତୀୟା’
5m ago
ଓଡ଼ିଶାବାସୀ ଏବଂ ଚାଷୀ ଭାଇଙ୍କ ପାଇଁ ଆଜି ଏକ ଶୁଭ ଦିନ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶ
ମୋଦି
10m ago
ସାରା ଓଡ଼ିଆରେ ମୋଦି ଲହର ଜୋରଦାର
ଭୁବନେଶ୍ୱର: ଦୁଇ ତୃତୀୟାଂଶ ଆସନ ଜିତିବାର ଦମ୍ଭ ଦେଖାଉଥିବା ବିଜେଡି ଅସହିଷ୍ଣୁ କାହିଁକି । ରାଜ୍ୟ ସାରା ଶାସକ ଦଳର ବିଜେପି ପୋଷ୍ଟର ଚିରା ଅଭିଯାନ । ଟିଟିଲାଗଡ଼ରେ ସାମ୍ନାକୁ ଆସିଲ
ପ୍ରକଳ୍ପ ସ୍ବପ୍ନ
17m ago
ମୁଖ୍ୟମନ୍ତ୍ରୀ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ
ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଚାଷୀ ଖୋଲିଲେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ପୋଲ।ନବୀନ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ୍ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ॥ ୨ ହଜାର ହେକ୍ଟରର