ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା
by Argus News
Mon, Sep 23 | 3:47 p.m.

ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଜମିଜମା ଘଟଣାକୁ ନେଇ ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା ପଡ଼ିଛି। ତାଲା ପଡିଥିବା ଯୋଗୁଁ ସରକାରୀ ଜନ ଅଭିଯୋଗ ଶୁଣାଣି ବାତିଲ ହେବାସହ  ବ୍ଲକ କାର୍ଯ୍ୟ ବନ୍ଦ ରହିଛି। ବ୍ଲକ କାର୍ଯ୍ୟାଳୟ ଅଫିସ ଭିତରକୁ ଯାଇ ପାରୁ ନାହାନ୍ତି ବିଡିଓ ଏବଂ ବ୍ଲକ କର୍ମଚାରୀ । 

ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ  ସରକାରୀ କ୍ଲଷ୍ଟର ହାଉସ ଜମିକୁ ନିଜ ହକ୍ ଜମି ବୋଲି ସରକାରୀ ପଟ୍ଟା ସହ 2005 ମସିହାରୁ ଦାବିକରି ଆସୁଛନ୍ତି ସ୍ଥାନୀୟ କୁମଦିନି ଦୋରା। ଆଜି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ସମସ୍ତ ପରିବାର । ପ୍ରଶାସନ କ୍ଷତିପୂରଣ ଦେବାସହ ସମସ୍ୟାର ସମାଧାନ ନ କରିବା ପର୍ଯ୍ୟନ୍ତ ଅହରହ ଧାରଣା ଦେବାପାଇଁ କୁମଦିନି ଦୋରାଙ୍କ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

BASUDHA YOJANA
13m ago
ଦୁର୍ଗମରେ ବସୁଧା ଧୋକା
ଅର୍ଗସ ବ୍ୟୁରୋ: ପାଣି ପାଇଁ ମେଳି। ରାତି ପାହିଲେ ଏଠି ପିଇବା ପାଣି ସଂଗ୍ରାହ ପାଇଁ ବାହାରି ପଡନ୍ତି ମହିଳା। ହାଣ୍ଡି ମାଠିଆ ଧରି ଯାଆନ୍ତି ପାଣି ସଂଗ୍ରହ ପାଇଁ। ସେ କଉ ନଳକୂପ କ
BJD
18m ago
ବିଜେଡି ସରକାରଙ୍କ ବାହାସ୍ପୋଟର ନଗ୍ନ ନମୁନା
ଅର୍ଗସ ବ୍ୟୁରୋ: ବାସହିନ ଦେହୁରୀ ପରିବାର। ଗରିବ ଆବାସ ହିତାଧିକାରୀ । ବିଧବା ବୁଦୁନି ଦେହୁରୀର ପରିବାର ରହୁଛନ୍ତି କାରାମବେଡା ସାହିରେ। ଏଠାକୁ ଯିବାକୁ ହେଲେ ଦେ
HOUSING SCHEME
29m ago
ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ
ଅର୍ଗସ ବ୍ୟୁରୋ: ଆବାସରୁ ବଞ୍ଚିତ ସିରାଗୁଡା। ଗାଁରେ ନାହିଁ ଗୋଟିଏ ବି ଆବାସ ଘର। ମାଳମାଳ ଚାଳଛପରଘରେ ରହି ଆଜିବି ଆବାସ ଅପେକ୍ଷାରେ ଯୋଗ୍ୟ ହିତାଧିକାରୀ। ନବରଙ୍ଗପୁର କୋଷାଗୁମୁଡ