ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଶିଳାନ୍ୟାସ କଲେ ମୋଦି                  
by Argus News
Mon, Feb 26 | 2:12 p.m.

ଜଗତସିଂହପୁର:  ଦେଶରେ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ରେଳ ଷ୍ଟେସନ ଗୁଡ଼ିକରେ ବିଶ୍ୱସ୍ତରୀୟ ସେବା ଉପଲବ୍ଧ କରିବା ଦିଗରେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଜି ଅମୃତ ଭାରତ ଯୋଜନାରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ଓ ପାରାଦୀପ ରେଳ ଷ୍ଟେସନର ଆଧୁନିକରଣ ଭିସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଆଧୁନିକରଣ ପାଇଁ ୧୭ କୋଟି ଖର୍ଚ୍ଚ କରାଯିବ ଵୋଲି କହିଛନ୍ତି ରେଳ ଅଧିକାରି । ଅମୃତ ଭାରତ ଷ୍ଟେସନ ଯୋଜନାରେ ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୧୯ ହଜାର କୋଟିରୁ ଅଧିକ ଟଙ୍କା।  ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାଶ୍ୱର୍କୁ ମିଶାଇ ସିଟି ସେଣ୍ଟର ଭାବେ କାର୍ଯ୍ୟ କରିବ। ଏହି ଯୋଜନାରେ ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏହି ଷ୍ଟେସନ ଗୁଡ଼ିକ ମଧ୍ୟରେ ଓଡ଼ିଶାରେ ରହିଛି ୨୧ଟି ଷ୍ଟେସନ ।                                      
ଅଧିକ ପଢନ୍ତୁ : ୫୫୪ଟି ରେଳ ଷ୍ଟେସନର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

CAMPAIGNING
15m ago
ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିଲେ ଅଞ୍ଚଳବାସୀ
ଅର୍ଗସ ବ୍ୟୁରୋ: ପ୍ରଚାର ବେଳେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ । ମନ୍ତ୍ରୀଙ୍କୁ ଘେରି ଅଞ୍ଚଳର ସମସ୍ୟା ବଖାଣିବା ସହ ଆବାସ , ପାଣି, ରାସ୍ତା, ଆବାସ ଘର ପାଉନଥିବା ସହ ସେସବୁ କେବ
KEDARNATH
32m ago
ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଖୋଲିଲା
ଅର୍ଗସ ବ୍ୟୁରୋ: ଆଜି କେଦାରନାଥ ମନ୍ଦିରର ଦ୍ଵାର ଭକ୍ତଙ୍କ ଲାଗି ଉନ୍ମକ୍ତ ହୋଇଛି । ଏଥିପାଇଁ ଏବେ କେଦାରନାଥରେ ଚାରିଆଡେ ଗୁଞ୍ଜରଣ ହେଉଛି ବମ ଭୋଲେ । ସେପଟେ ଶ୍ରଦ୍ଧାଳୁଙ୍
AKSHAYA TRITIYA
ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟ