ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ନୂତନ ଦର୍ଶନ ବ୍ୟବସ୍ଥା
by Argus News
Thu, Dec 19 | 4:25 p.m.

ଅର୍ଗସ ବ୍ୟୁରୋ: ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ ନୂତନ ଦର୍ଶନ ବ୍ୟବସ୍ଥା। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହିଳା ଓ ପୁରୁଷ ।  ଆନନ୍ଦବଜାରରେ ଶୃଙ୍ଖଳା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା । ଆନନ୍ଦବଜାର ଶୃଙ୍ଖଳା ପାଇଁ ଗଠନ କରାଯାଇଛି ସେନା ନିବୃତ କର୍ମଚାରୀ । ସେପଟେ NGRI ରିପୋର୍ଟ ଆଧାରରେ ଚାଲିଛି ରତ୍ନଭଣ୍ଡାର ମରାମତି। ଗତକାଲି ମହାସ୍ନାନ ପାଇଁ ଆଜି ମରାମତି ପାଇଁ କମ ସମୟ ମିଳିପାରେ। ମରାମତି ସମୟରେ ଯେଉଁମାନେ ଉପସ୍ଥିତ ରହିବେ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି  । ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

FOCUS
1m ago
କେନ୍ଦ୍ର ସରକାରଙ୍କ ଫୋକସରେ ଲଗାତାର ଓଡ଼ିଶା
ଅର୍ଗସ ବ୍ୟୁରୋ: ଡିସେମ୍ବର ୨୮ ରୁ ୩୦ ମଧ୍ୟରୁ ଯେ କୌଣସି ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତ
ଦଲାଲ
2m ago
ଦଲାଲଙ୍କୁ ସାହାଯ୍ୟ କରୁଥିବା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ: ମଣ୍ଡିରେ ଧାନ କିଣା ପ୍ରକ୍ରିୟା ସ୍ଵଚ୍ଛ ରଖିବା ଲାଗି ସରକାରଙ୍କ କଠୋର ଆଭିମୂଖ୍ୟ । କଟନୀ ଛଟନୀ ବନ୍ଦ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିଜେପି ସରକାର । ଯି
ରାହୁଲ
8m ago
ରାହୁଲ ମାନିଲେ ସେ ଠେଲିଛନ୍ତି
ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥର
ପ୍ରତାପ ଷଡଙ୍ଗୀ
17m ago
ପ୍ରତାପ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଧକ୍କାରେ ଫାଟିଲା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ । ପୁରା ଘଟଣା ଘଟିଥିଲା କିଛି ଏପରି । ନୂଆ ସଂସଦର ପ୍ରବେଶ ପଥର
ରେଲୱେ ଚାକିରୀ
54m ago
ରେଲୱେ ଚାକିରୀ ନାଁରେ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଅର୍ଗସ ବ୍ୟୁରୋ: IAS ଅଫିସରର ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ । ରେଲୱେ ଚାକିରୀ କରାଇଦେବା ନାଁରେ 30 ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଘଟଣାରେ କଟକର ଡାନିଏଲ ରାଜୁଙ୍କୁ ଗିରଫ କରିଛ