ଓଡ଼ିଶାରେ ରାଜ କରିବେ ଓଡିଆ ପୁଅ କିମ୍ବା ଝିଅ : ନଡ୍ଡା
by Argus News
Thu, May 23 | 2:21 p.m.

 ମୟୂରଭଞ୍ଜ: ମୟୂରଭଞ୍ଜର କରଞ୍ଜିଆ ବିଜୟ ସଂକଳ୍ପ ସମାବେଶରେ ନୀବନ ସରକାରଙ୍କ ଉପରେ ଗର୍ଜିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କହିଲେ ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ। ଏ ସରକାର ଆଉଟସୋର୍ସ ହୋଇଯାଇଛି ଏହାକୁ  ହଟାଇବା ଦରକାର।   ନଡ୍ଡା ଏହା ମଧ୍ୟ କହିଛନ୍ତି  କିଏ ସେ ବ୍ୟକ୍ତି  ଯିଏ ଆଉଟସୋର୍ସରେ ଚଳାଉଛି ରାଜ୍ୟ ଶାସନ ?  ଯିଏ ବାହାରର ତାକୁ ବାହାରକୁ  ପଠାନ୍ତୁ  ଓଡ଼ିଆକୁ ସୁଯୋଗ ଦିଅନ୍ତୁ।  

ଓଡ଼ିଶାରେ ଯିଏ ଲକ୍ଷ୍ମୀ ବସ୍‌ ଚଳାଉଛି  ତାକୁ ବାହାର କରନ୍ତୁ ବୋଲି କହିଛନ୍ତି ନଡ୍ଡା। ୧୦ ବର୍ଷରେ ଭାରତ  ରାଜନୀତିର ପରିଭାଷା  ବଦଳାଇଦେଇଛନ୍ତି ମୋଦି। ଜନଜାତିର  ଗୌରବ  ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ଏକଲବ୍ୟ  ଆବାସିକ  ସ୍କୁଲର ବଜେଟ ୨୧ ଗୁଣ ବଢିଛି। ସାରା ବିଶ୍ୱ ପରିବର୍ତ୍ତିତ  ଭାରତ ଦେଖୁଛି।  ୟୁରୋପ, ଚୀନ, ଆମେରିକାର ଅର୍ଥନୀତି ଖସୁଛ । ଗତ ୫ ବର୍ଷରେ  ଭାରତର ଅର୍ଥନୀତି ସୁଦୃଢ ହୋଇଛି ବୋଲି କହିଛନ୍ତି  ନଡ୍ଡା।  
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

AMARNATH
33m ago
ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା, ଅନଲାଇନ୍ କରିପାରିବେ ପଞ୍ଜୀକରଣ
ଅର୍ଗସ ବ୍ୟୁରୋ: ଜୁନ୍ 29ରୁ ଆରମ୍ଭ ହେବ ପବିତ୍ର ଅମରନାଥ ଯାତ୍ରା । ଏହି ଯାତ୍ରା ଅଗଷ୍ଟ 19 ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା 15
RAILWAY
49m ago
ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ 53ତମ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି । ପ୍ଲାଟଫର୍ମ ଟିକେଟ ଉପରରୁ ଟିକସରେ ରିହାତି ସହ ଫେକ୍ ଇନଭଏସ ଉପରେ ଲାଗିବ ଲଗାମ । କେନ୍ଦ୍
NTA
53m ago
ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ
ଅର୍ଗସ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଭିତରେ ଏନଟିଏର ଡିଜି ସୁବୋଧ ସିଂଙ୍କୁ ଦାୟିତ୍ବରୁ ହଟାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲାଙ୍କ