10 ମିଟର ଏୟାର ରାଇଫଲ୍ ଫାଇନାଲ୍ ରେ ରମିତା ଜିନ୍ଦଲ
by Argus News
Sun, Jul 28 | 3:28 p.m.

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲମ୍ପିକ୍ସରେ ଦମ୍ ଦେଖାଉଛନ୍ତି ଭାରତୀୟ ସୁଟର୍ । ମନୁ ଭାକରଙ୍କ ପରେ 10 ମିଟର ଏୟାର ରାଇଫଲ୍ ଫାଇନାଲ୍ ରେ ରମିତା ଜିନ୍ଦଲ ପହଞ୍ଚିଛନ୍ତି । 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।  

ଅନ୍ୟପଟେ ଆଉ ଅଳ୍ପ କିଛି ସମୟ ପରେ ପଦକ ପାଇଁ ଲଢେଇ କରିବ ଭାରତ । ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲ ମୁକାବିଲା । ୨୦ବର୍ଷ ପରେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି ସୁଟର ମନୁ ଭାକର । ଗତକାଲି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମନୁ ଚମତ୍କାର ପ୍ରଦର୍ଶନ କରି ୫୮୦ ପଏଣ୍ଟ ପାଇବା ସହ ତୃତୀୟ ସ୍ଥାନରେ ରହିଥିଲେ । 

ଏଥିସହ ମନୁ ଫାଇନାଲରେ ପହଞ୍ଚିଥିଲେ । ଆଜି ୩ଟା ୩୦ରେ ପଦକ ପାଇଁ ସେ ଲଢେଇ କରିବେ । ପୂର୍ବରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସୁମା ଶ୍ରୀରୁର ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପହଞ୍ଚିଥିଲେ । 

ପ୍ୟାରିସ ଅଲମ୍ପିକ 2024ରେ ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତ
 

ଦିନ ବେଳର
8m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
OSSSC
9m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ହବିଷ୍ୟାଳି
11m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ