ଉସ୍ତାଦ ଜାକିର ହୁସେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
by Argus News
Mon, Dec 16 | 2:09 p.m.

ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ୍‌ଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଉସ୍ତାଦ୍ ଜାକିର ହୁସେନଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ସ୍ମରଣ କରାଯିବ, ଯିଏ ଭାରତୀୟ ସଂସ୍କୃତିକୁ ଏକ ନୂତନ ପରିଚୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସାଂସ୍କୃତିକ ଏକତାର ସ୍ତମ୍ଭ ବୋଲି ମଧ୍ୟ କହିଛନ୍ତି।

ସୋମବାର ସକାଳେ ଆମେରିକାର ସାନ ଫ୍ରାନ୍ସିସ୍କୋରେ ଜାକିର ହୁସେନଙ୍କ ଦେହାନ୍ତ ହୋଇଛି। ଆମେରିକାରେ ରହୁଥିବା 73 ବର୍ଷୀୟ ତବଲା ବାଦକଙ୍କ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜାକିରଙ୍କୁ ପ୍ରାୟ 2 ସପ୍ତାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ରବିବାର ଦିନ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ପରେ ତାଙ୍କୁ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାର ରଖାଯାଇଥିଲା।

ଜାକିର ହୁସେନ୍‌ଙ୍କ ଦେହାନ୍ତରେ ସମବେଦନା ଜଣାଇ ପିଏମ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ସେ ତବଲାକୁ ବିଶ୍ୱ ମଞ୍ଚକୁ ଆଣିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଅନନ୍ୟ ତାଳରେ ଆନନ୍ଦିତ କରିଛନ୍ତି, ଏବଂ ଭାରତୀୟ ଶାସ୍ତ୍ରୀୟ ପରମ୍ପରାକୁ ବିଶ୍ୱ ସଙ୍ଗୀତ ସହିତ ମିଶ୍ରଣ କରିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 

ବାୟୋଗ୍ୟାସ୍ ପ୍ଲାଣ୍ଟ୍
7m ago
ଦୁର୍ଗନ୍ଧରୁ ମିଳିବ ମୁକ୍ତି, ରାଜଧାନୀରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍
ଅର୍ଗସ ବ୍ୟୁରୋ : ସ୍ମାର୍ଟ୍ ସିଟି ଭୁବନେଶ୍ଵର ଦୁର୍ଗନ୍ଧ ମୁକ୍ତ । ଆଉ ଅଳିଆ ଆବର୍ଜନା ଗନ୍ଧରେ ଫାଟି ପଡିବନି ଭୁବନେଶ୍ବରିଆଙ୍କ ନାକ । କାରଣ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛ
ଅଲିଭ୍ ରିଡଲେ
ପୁରୀ ବେଳାଭୂମିରେ ଅସୁରକ୍ଷିତ ବିରଳ ଅଲିଭ୍ ରିଡଲେ କଇଁଛ
ଅର୍ଗସ ବ୍ୟୁରୋ: ପ୍ରହସନ ପାଲଟିଛି ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା । ନୋ ଫିସିଂ ଜୋନ୍ କଟକଣାକୁ ଉଲଙ୍ଘନ କରି ଦୈନିକ ମାଛ ମାରୁଛନ୍ତି ଶହ ଶହ ଟ୍ରଲର୍ । ପୁରୀ ଜିଲ୍ଲା ଦେବୀ ମୁହାଣଠ
ଶକ୍ତିମାନ
ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା , ମନା କଲେ ମୁକେଶ ଖାନ୍ନା
ଅର୍ଗସ ବ୍ୟୁରୋ : ରଣବୀରଙ୍କୁ ମିଳିବନି ଶକ୍ତିମାନର ଭୂମିକା । ସିଧାସିଧା ମନା କରିଦେଲେ ମୁକେଶ ଖାନ୍ନା । ଏପରି କିଛି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଶକ୍ତିମାନ ଧାରାବାହି
WEATHER UPDATE
୧୭ରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା...
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇଛି । ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ସୂଚନା ମିଳିଥିବାବେଳେ ୧୦ ଡିଗ୍ର
ସୁଭଦ୍ରା ଟଙ୍କା
ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ଅଣ୍ଡର ପ୍ରୋସେସ ଦେଖାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ବାଟ ଦେଖାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେମାନଙ୍କ ଆବେଦନ ଯାଞ୍ଚ ସରିଲେ ଦିଆଯିବ ଚତୁର୍