ଗୁପ୍ତେଶ୍ୱର ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସୁରେଶ ପୂଜାରୀ
by Argus News
Tue, Dec 17 | 9:33 p.m.

ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରେ ପହଞ୍ଚିବା ପରେ ରାଜସ୍ୱ ମନ୍ତ୍ରୀ ପ୍ରଥମେ ଗୁପ୍ତେଶ୍ୱର ଠାକୁର ଦର୍ଶନ କରିଥିଲେ। ଏହି ଅବସରରେ ଗୁପ୍ତେଶ୍ୱର ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁପ୍ତେଶ୍ୱର ପୀଠ ଜାତୀୟସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ହେବା ଆବଶ୍ୟକ ବୋଲି କହିଥିଲେ l 
ପୀଠରେ ବୟସ୍କ ବ୍ୟକ୍ତି କିପରି ସୁବିଧାରେ ଦର୍ଶନ କରିବେ ସେ ନେଇ ଚିନ୍ତା ପ୍ରକୋଟ କରିଥିଲେ l ଏହି ଅବସରରେ ମନ୍ତ୍ରୀଙ୍କୁ ବିଭିନ୍ନ ସଂଗଠନ ଏବଂ ଗ୍ରାମବାସୀ ପକ୍ଷରୁ ସ୍ବାଗତ ସମର୍ଦ୍ଧନାପ୍ରଦାନ କରାଯାଇଛି। ପୀଠର ବିଭିନ୍ନ ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ସହ ଭୁବନେଶ୍ୱରଠାରେ  ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରତିକ୍ରିୟା ରଖିଲେ। 
 

ଇତିହାସ ରଚିଲେ
ଇତିହାସ ରଚିଲେ ଯଶପ୍ରୀତ ବୁମରାହ: ଭାଙ୍ଗିଲେ କପିଲ ଦେବଙ୍କ ମହାରେକର୍ଡ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ
ବାଦ୍‌ଶାହଙ୍କୁ
ବାଦ୍‌ଶାହଙ୍କୁ ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ
ଅର୍ଗସ ବ୍ୟୁରୋ: ଖ୍ୟାତନାମା ଗାୟକ ତଥା ରାପର ବାଦ୍‌ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କା
ଗୁପ୍ତେଶ୍ୱର ପୀଠର
ଗୁପ୍ତେଶ୍ୱର ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସୁରେଶ ପୂଜାରୀ
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରେ ପହଞ୍ଚିବା ପରେ ରାଜସ୍ୱ ମନ୍ତ୍ରୀ ପ୍ରଥମେ ଗୁପ୍ତେଶ୍ୱର ଠାକୁର ଦର୍ଶ
ପଦରୁ ହଟିଲେ
ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ
ଅର୍ଗସ ବ୍ୟୁରୋ: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ। ବିଷ୍ଣୁପଦଙ୍କୁ ଦିଆଗଲା ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଦାୟିତ୍ବ। ସିବିଆଇ ସମନ ପରେ ଚର୍ଚ୍ଚାରେ ଥିଲେ ବିଷ୍ଣୁପଦ। ଆଇଏଏ
`ଗତ ୧୦
`ଗତ ୧୦ ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ'
ଅର୍ଗସ ବ୍ୟୁରୋ: ବିଶ୍ବଗୁରୁ ବନୁଛି ଭାରତ । ଦେଶ ବିକାଶରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ମାତ୍ର ୧୦ ବର୍ଷ ମଧ୍ୟରେ ଦେଶର ଶିକ୍ଷା କ୍ଷେତ୍ରର