ବାଦ୍‌ଶାହଙ୍କୁ ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ
by Argus News
Tue, Dec 17 | 9:41 p.m.

ଅର୍ଗସ ବ୍ୟୁରୋ: ଖ୍ୟାତନାମା ଗାୟକ ତଥା ରାପର ବାଦ୍‌ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କାର ଚାଲାଣ କାଟିଥିବା ଜଣାପଡ଼ିଛି।

ରବିବାର ବାଦଶାହ  ନିଜର ୩ କାର୍‌ ସହ କନଭେନକୁ ନେଇ ପଞ୍ଜାବୀ ଗାୟକ କରଣ ଔାଜଲା କନସର୍ଟରେ ପହଞ୍ଚିଥିଲେ। ଏହି କନ୍‌ସର୍ଟ ଗୁରୁଗାଓଁର ସେକ୍ଟର ୬୮ରେ ଥିଲା। ଏହି ସମୟରେ ତାଙ୍କ ଗାଡ଼ିକୁ ସେ ରଙ୍ଗ୍‌ ଓ୍ବେ(ଭୁଲ ରାସ୍ତା)ରେ ଚଳାଇଥିଲେ। ଏହାର ପରିଣାମସ୍ବରୂପ ତାଙ୍କୁ ଚାଲାଣ ଗଣିବାକୁ ପଡ଼ିଛି। ସେ ଟ୍ରାଫିକ ନିୟମକୁ ଫୁ’ କରିଥିବାର ଫଟୋ ସିସିଟିଭିରେ କଏଦ ହୋଇଛି।

ପୋଲିସ କହିଛି, ବାଦ୍‌ଶାହାଙ୍କ କନଭେନରେ ଗୋଟିଏ ଥର୍‌ ଗାଡ଼ି ଥିଲା। ଏଥିରେ ନମ୍ବର ପ୍ଲେଟ୍‌ ଲାଗିଥିଲା। ସେହି ଗାଡ଼ିରେ ରାପର ବାଦ୍‌ଶାହା ବସିଥିଲେ। ଗାଡ଼ିଟି ପାନିପତର ଦୀପେନ୍ଦ୍ର ମାଳିଙ୍କ ନାମରେ ରେଜିଷ୍ଟର୍ଡ ଥିଲା। ହେଲେ ବାଦ୍‌ଶାହାଙ୍କ ଚାଲାଣ କାଟି ପୋଲିସ ଆଇନ ଆଗରେ ସବୁ ସମାନ ବୋଲି ବଡ଼ ସନ୍ଦେଶ ଦେଇଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

ଇତିହାସ ରଚିଲେ
ଇତିହାସ ରଚିଲେ ଯଶପ୍ରୀତ ବୁମରାହ: ଭାଙ୍ଗିଲେ କପିଲ ଦେବଙ୍କ ମହାରେକର୍ଡ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ
ବାଦ୍‌ଶାହଙ୍କୁ
ବାଦ୍‌ଶାହଙ୍କୁ ଗଣିବାକୁ ପଡ଼ିଲା ୧୫ ହଜାର ୫୦୦ ଟଙ୍କାର ଚାଲାଣ
ଅର୍ଗସ ବ୍ୟୁରୋ: ଖ୍ୟାତନାମା ଗାୟକ ତଥା ରାପର ବାଦ୍‌ଶାହାଙ୍କ କଟିଛି ଚାଲାଣ। ଭୁଲ ରାସ୍ତାରେ ଗାଡ଼ି ଚଳାଇବା ତାଙ୍କୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ପୋଲିସ ତାଙ୍କର ୧୫ ହଜାର ୫୦୦ ଟଙ୍କା
ଗୁପ୍ତେଶ୍ୱର ପୀଠର
ଗୁପ୍ତେଶ୍ୱର ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ସୁରେଶ ପୂଜାରୀ
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଗସ୍ତରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରେ ପହଞ୍ଚିବା ପରେ ରାଜସ୍ୱ ମନ୍ତ୍ରୀ ପ୍ରଥମେ ଗୁପ୍ତେଶ୍ୱର ଠାକୁର ଦର୍ଶ
ପଦରୁ ହଟିଲେ
ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ
ଅର୍ଗସ ବ୍ୟୁରୋ: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ। ବିଷ୍ଣୁପଦଙ୍କୁ ଦିଆଗଲା ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଦାୟିତ୍ବ। ସିବିଆଇ ସମନ ପରେ ଚର୍ଚ୍ଚାରେ ଥିଲେ ବିଷ୍ଣୁପଦ। ଆଇଏଏ
`ଗତ ୧୦
`ଗତ ୧୦ ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଛି ବ୍ୟାପକ ପରିବର୍ତ୍ତନ'
ଅର୍ଗସ ବ୍ୟୁରୋ: ବିଶ୍ବଗୁରୁ ବନୁଛି ଭାରତ । ଦେଶ ବିକାଶରେ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନରେ ମାତ୍ର ୧୦ ବର୍ଷ ମଧ୍ୟରେ ଦେଶର ଶିକ୍ଷା କ୍ଷେତ୍ରର