ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବୌଦ୍ଧରେ ହଟିଲା ହୋର୍ଡିଂ 
by Argus News
Sun, Mar 17 | 11:31 a.m.

ବୌଦ୍ଧ: ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବୌଦ୍ଧରେ ହଟିଲା ହୋର୍ଡିଂ । ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋଡ଼ିଂ, ଲିଫଲେଟ୍ସ, ପୋଷ୍ଟର, ବ୍ୟାନର, ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ପରିସରରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକୁ ହଟାଇ ଦିଆଯାଇଛି । ଗତକାଲି ସନ୍ଧ୍ୟା ଓ ଆଜି ଭିତରେ ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର, ବ୍ୟାନର ହଟାଇ ଦିଆଯାଇଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

‘ଅକ୍ଷୟ ତୃତୀୟା’
32m ago
ଓଡ଼ିଶାବାସୀ ଏବଂ ଚାଷୀ ଭାଇଙ୍କ ପାଇଁ ଆଜି ଏକ ଶୁଭ ଦିନ - ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: କୃଷିଭିତ୍ତିକ ପର୍ବ ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ହୀରାକୁଦର ସାପଲହରା ଗାଁରେ ଚାଷୀ ଭାଇ ମାନଙ୍କ ସହ ମିଶ
ମୋଦି
37m ago
ସାରା ଓଡ଼ିଆରେ ମୋଦି ଲହର ଜୋରଦାର
ଭୁବନେଶ୍ୱର: ଦୁଇ ତୃତୀୟାଂଶ ଆସନ ଜିତିବାର ଦମ୍ଭ ଦେଖାଉଥିବା ବିଜେଡି ଅସହିଷ୍ଣୁ କାହିଁକି । ରାଜ୍ୟ ସାରା ଶାସକ ଦଳର ବିଜେପି ପୋଷ୍ଟର ଚିରା ଅଭିଯାନ । ଟିଟିଲାଗଡ଼ରେ ସାମ୍ନାକୁ ଆସିଲ
ପ୍ରକଳ୍ପ ସ୍ବପ୍ନ
44m ago
ମୁଖ୍ୟମନ୍ତ୍ରୀ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ
ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରେ ଚାଷୀ ଖୋଲିଲେ ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ପୋଲ।ନବୀନ ଶୁଭ ଦେବାର ୧୦ ବର୍ଷ ପରେ ବି ବ୍ରିଜ୍ ଓ ବ୍ୟାରେଜ୍ ପ୍ରକଳ୍ପ ସ୍ବପ୍ନ॥ ୨ ହଜାର ହେକ୍ଟରର