ଆସନ୍ତାକାଲିଠୁ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪
by Argus News
Tue, Dec 17 | 7:51 p.m.

ଅର୍ଗସ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪ ।  ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନିଦିନବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି । ଚଳିତ ବର୍ଷ ୩୦ ଟି ଜିଲ୍ଲାରୁ ୩୫୧ ଜଣ ଛାତ୍ର, ୭୩୧ ଜଣ ଛାତ୍ରୀ ଯୋଗଦେବାକୁ ଥିବା ବେଳେ ୧୩୯ ଜଣ କ୍ରୀଡ଼ା ଶିକ୍ଷକ ଏବଂ ମାର୍ଗଦର୍ଶୀ ଶିକ୍ଷକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । 

ଏଥିସହିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯିବାକୁ ଥିବା ବେଳେ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିବା  ୫୦ ଟି  ଉଚ୍ଚ ବିଦ୍ୟାଳୟକୁ ସମ୍ମାନିତ କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା “ସର୍ଗିଫୁଲ- ୨୦୨୪” ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବର୍ଷା
32m ago
ରାଜ୍ୟରେ ୪ ଦିନ ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ : ରାତିରେ ଶୀତ ଅସ୍ତବ୍ୟସ୍ତ କରୁଥିବାବେଳେ ଏବେ ଦିନରେ ମଧ୍ୟ ଶୀତ ଅନୁଭବ ହେବ । କାରଣ 4 ଦିନ ପାଇଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜ
ଶ୍ରୀମନ୍ଦିର
51m ago
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି , ସାଢେ ତିନି ଘଣ୍ଟା ଦର୍ଶନ ବନ୍ଦ
ଅର୍ଗସ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି । ଏଥିପାଇଁ ଅପରାହ୍ନରେ ସାଢେ ତିନି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟ
ଶାହ
ରାଜ୍ୟସଭାରେ କଂଗ୍ରେସ ଉପରେ ଶାହଙ୍କ ହମଲା
ଅର୍ଗସ ବ୍ୟୁରୋ : ଧର୍ମ ଆଧାରରେ ସଂରକ୍ଷଣ ଦେବା ସମ୍ବିଧାନ ବିରୋଧୀ । ଏହାକୁ ସଂବିଧାନ ରଚୟିତା ଡ଼ଃ ବି ଆର ଆମ୍ବେଦକରଙ୍କ ଧର୍ମ ଭିତ୍ତିକ ରିଜର୍ଭେସନ୍‌ କୁ ବିରୋ
ରାଉରକେଲା
ରାଉରକେଲାରେ ବଡ଼ ଦୁର୍ଘଟଣା, 3 ମୃତ, ଜଣେ ଗୁରୁତର
ସୁନ୍ଦରଗଡ : ରାଉରକେଲାରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଧକ୍କାରେ 3 ମୃତ, ଜଣେ ଗୁରୁତର । କଲୁଙ୍ଗା ରେଲୱେ ଫାଟକ ନିକଟରେ ମାଡ଼ିଗଲା ମାଲବାହୀ ଟ୍ରେନ୍ । ଗତକାଲି ରାତିରେ ରେଲୱେ ଟ୍ରା
ଇତିହାସ ରଚିଲେ
ଇତିହାସ ରଚିଲେ ଯଶପ୍ରୀତ ବୁମରାହ: ଭାଙ୍ଗିଲେ କପିଲ ଦେବଙ୍କ ମହାରେକର୍ଡ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୪୦୫ ରନ