କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିସି ଗାରସିଟ
by Argus News
Sun, Sep 29 | 9:10 p.m.

ଅର୍ଗସ ବ୍ୟୁରୋ:  କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିସି ଗାରସିଟ। ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ହୋଇଲେ ମୋହିତ।ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଥିବା ରାଷ୍ଟ୍ରଦୂତ ଆଜି ସକାଳୁ ପୁରୀ ବେଳାଭୁମି ବୁଲିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିମାପଡା SDPO କୋଣାର୍କ ଆଇ ଆଇ ସି ସହ ୨ଜଣ ଅଫିସର  ସମେତ ଡଗ ସ୍ୱାର୍ଡ ମାଧ୍ୟମରେ ସୁରକ୍ଷା କରାଯାଇଛି। ସୂର୍ଯ୍ୟ ମନ୍ଦିର ର ନିଖୁଣ କାରୁକାର୍ଯ୍ୟ ଦେଖି ମୋହିତ ହୋଇଛନ୍ତି ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ ଗର୍ସେଟ।ପ୍ରାୟ ୧ଘଣ୍ଟା ଧରି ବିଭିନ୍ନ କାରୁକାର୍ଯ୍ୟ ବୁଲିଦେଖିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ଖାଲରେ ଫଶିଲା
43m ago
ଖାଲରେ ଫଶିଲା ହାତୀ: ବନ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ: କାଲହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶ୍ବରେ ଥିବା ଖାଲରେ ସକାଳୁ ହାତୀ ପଡିଯାଇଥିବା ଦେଖିବାକୁ ମିଲିଛି। ବାହାରକୁ ବହାରିପାର
ଡୁଙ୍ଗଲେଇ ପାହାଡ଼ରେ
53m ago
ଡୁଙ୍ଗଲେଇ ପାହାଡ଼ରେ ଆକ୍ରମଣ: ୫ ଗୁରୁତର
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟି ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି
FORESTER
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ
ଅର୍ଗସ ବ୍ୟୁରୋ: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା। ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀରେ CCF ଟିମର ବିଭାଗୀୟ ତଦନ୍ତ ଜାରି। ସଞ୍ଜୟଙ୍କ ସୁସାଇଡ ନୋଟ୍ ଆଧାରର