ଆୟ ବହିର୍ଭୃତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ
by Argus News
Thu, Nov 21 | 12:42 p.m.

ଅର୍ଗସ ବ୍ୟୁରୋ:  ଗିରଫ ହେଲେ ସୁବର୍ଣ୍ଣପୁର ସିଭିଲି ସପ୍ଲାଏ ଅଫିସର ସୁରେଶ କୁମାର ପାଣିଗ୍ରାହୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ରେଡ୍ ସମୟରେ କୁବେର ବାବୁଙ୍କର ମିଳିଛି 2ଟି କୋଠା, 4 ଏକର ବିଶିଷ୍ଟ ଏକ ଫାର୍ମ ହାଉସ, ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗୀର, ବରଗଡ଼ରେ 19ଟି ପ୍ଲଟ, 1 କୋଟି 72 ଲକ୍ଷ ଟଙ୍କାର ଡିପୋଜିଟ୍‍, ନଗଦ 1ଲକ୍ଷ 49 ହଜାର ଟଙ୍କା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୧୧ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

FORENSIC
ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ
ଅର୍ଗସ ବ୍ୟୁରୋ: ସମ୍ଭଲ ହିଂସାକାଣ୍ଡରେ ନାପାକ୍ ଲିଙ୍କ । ଘଟଣାସ୍ଥଳରୁ ମେଡ ଇନ ପାକିସ୍ତାନ ଗୁଳି ଓ ଖୋକା ଜବତ କରିଛି ଫରେନସିକ ଟିମ । ଗତ 24 ନଭେମ୍ବରରେ ହୋଇଥିବା ହିଂସାକାଣ୍ଡର
S JAISHANKAR
ଭାରତ ଚୀନ ସୀମା ସମସ୍ୟା, ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ବିବୃତି ରଖିଛନ୍ତି ଏସ ଜୟଶଙ୍କର
ଅର୍ଗସ ବ୍ୟୁରୋ: LACରେ ସ୍ୱାଭାବିକ ହେଉଛି ସ୍ଥିତି । ଭାରତ ଚୀନ ସୀମା ସମସ୍ୟାର ଶାନ୍ତପୂର୍ଣ୍ଣ ସମାଧାନକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏ
PM
ତିନି ନୂଆ ଅପରାଧିକ ଆଇନକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ତ୍ୱରିତ ନ୍ୟାୟ- ନାଗରିକଙ୍କ ଅଧିକାର । ଦେଶର ନାଗରିକଙ୍କ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ତିନି ନୂଆ ଅପରାଧିକ ଆଇନକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତ
ରେଳପଥ
ଓଡ଼ିଶାର ସାଂସଦଙ୍କୁ ଭେଟିବା ପରେ ଅଶ୍ବିନୀ ବୈଷ୍ଣବଙ୍କ ମନ୍ତବ୍ୟ
ଅର୍ଗସ ବ୍ୟୁରୋ : ଓଡ଼ିଶାର ଇଞ୍ଚେ ବି ରେଳପଥ ପ୍ରସ୍ତାବିତ ସାଉଥ୍ କୋଷ୍ଟ ରେଲୱେରେ ମିଶିବ ନାହିଁ। ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସଂସଦର ଶୀତ ଅଧିବେଶ
ଅଣଓଡ଼ିଆ ଠିକାଦାର
ବିଧାନସଭାରେ ବିଜେଡ଼ି ସରକାରର ଗୁମର ଖୋଲିଲେ ପଂଚାୟତିରାଜ ମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମଲେଇ ଖାଇ ଠିକାଦାର ପାର। ପିଇବା ପାଣି ମୁନ୍ଦେ ପାଇଁ ଜନତା ହନ୍ତସନ୍ତ । ବିଧାନସଭାର ପ୍ରଶ୍ନ କାଳରେ ପାନୀୟ ଜଳ ଯୋଗାଣ ପ୍ରସଙ୍ଗ ଆଲୋଚନା ବେଳେ ବିଜେଡ଼ି ସରକାର ର ଗୁମ