ମହାପଞ୍ଚାୟତ : ଯୋଗ୍ୟ ଅଯୋଗ୍ୟ ଛକାପଞ୍ଝା
70ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟରେ ଚୋରା ଗଞ୍ଜେଇ ଚାଲାଣ ବେଳେ 70ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଶନିବାର ରାତି ପାଟ୍ରୋଲିଂ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ପିକଅପ ଭ୍ୟାନକୁ ଜବତ କରିଥିଲା । ଏହି ଗାଡିରେ ପ୍ରାୟ 7କ୍ୱିଣ୍ଟାଲ 12 କେଜି ଗଞ୍ଜେଇ ଚାଲାଣ ହେଉଛନ୍ତି । ଏହି ଗଞ୍ଜେଇ ସୀମନ୍ତ ରାଜ୍ୟ ଆନ୍ଧ୍ରରୁ ଜୟପୁର ଆସୁଥିଲା । ତେବେ ଖବର ପାଇ ମାଛକୁଣ୍ଡ ଠାରୁ ପ୍ରାୟ ୫କିଲୋମିଟର ଦୂର ଘଡାବେଡା ବ୍ରିଜ ନିକଟରେ ପୁଲିସ ଭ୍ୟାନଟିକୁ ଜବତ କରିଛି ।
Download Argus News App
