ଗତକାଲି ଡ୍ରେସ ମାପ ନେବା ପାଇଁ ସ୍କୁଲକୁ ଶିକ୍ଷକ ଜଣକ ଆଦିବାସୀ ଝିଅକୁ ଡାକିଥିଲେ। ପରେ ତା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏ ନେଇ ଝିଅର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। କେ ନୂଆଗାଁ ପୋଲିସ ଶିକ୍ଷକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ

ବ୍ରହ୍ମପୁର: ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ। ବ୍ରହ୍ମପୁର ସହରର ଗୋପୀନାଥପୁରରେ ଏହି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର କେ ନୂଆଗାଁ ଥାନା ଅନ୍ତର୍ଗତ ଗୋପୀନାଥପୁର ୟୁପି ସ୍କୁଲର ଶିକ୍ଷକ ରାମକୃଷ୍ଣ ପଣ୍ଡା ଗିରଫ ହୋଇଛନ୍ତି।
Download Argus News App
