ଅଧିକ ପଢନ୍ତୁ : ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଘରେ ବିସ୍ଫୋରଣ : ହିଜବୁଲ୍ଲା ଟାର୍ଗେଟ୍ କରିଥିବା ନେଇ ସନ୍ଦେହ
ଗିରଫ ୱାରେଣ୍ଟ ନେଇ ନେତନ୍ୟାହୁଙ୍କ ସହ ଆଲୋଚନା କରାଯିବ ବୋଲି ଉତ୍ତର ରଖିଛି UN । ପିଏମ ନେତନ୍ୟାହୁଙ୍କ ଗିରଫ ୱାରେଣ୍ଟକୁ ତୀବ୍ର ବିରୋଧ କରିବା ସହ ଏହାକୁ ଅଧିକାର ଉପରେ ଆଘାତ ଏବଂ ରାଷ୍ଟ୍ରର ଅନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ ବୋଲି ଜବାବ ରଖିଛି ଇସ୍ରାଏଲ । ଯୁଦ୍ଧ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଇସ୍ରାଏଲ ପିଏମ ବେଞ୍ଜାମିନ ନେତନ୍ୟାହୁ, ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗ୍ୟାଲାଣ୍ଟଙ୍କ ସହ ହମାସ କମାଣ୍ଡର ମହମ୍ମଦ ଡେଫ୍ ଙ୍କ ନାଁରେ ଗିରଫ ପରୱାନା ଜାରି କରିଛି ଅନ୍ତର୍ଜାତୀୟ ଆପରାଧିକ ଅଦାଲତ ।