ଖାଲି କଣ ଆପଣ ନିଜେ ବାଜାଜ କମ୍ପାନୀ ମଧ୍ୟ ଏହି ଭିଡିଓ ନଦେଖିଲେ ବିଶ୍ୱାସ କରିହେବନି ବୋଲି କିଛି ସୋସିଆଲ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ କରିଛନ୍ତି।ବାଜାଜ କମ୍ପାନୀର ଏକ ଭଙ୍ଗା ସ୍କୁଟର। ଯାହାକୁ ଜଣେ ବ୍ୟକ୍ତି କିଭଳି ଭାବରେ ବ୍ୟବହାର କରିଛନ୍ତି। ଏହି ଭଙ୍ଗା ସ୍କୁଟରଟି ଏମିତି ପଡି ପଡି ନଷ୍ଟ ହୋଇଯାଇଥାନ୍ତା। କିନ୍ତୁ ଏହି ବ୍ୟକ୍ତି ନିଜର ବୁଦ୍ଧି ପ୍ରୟୋଗ କରି ଏହାକୁ ଖୁସ ସୁନ୍ଦର ଭାବେ କାର୍ଯ୍ୟକାରୀ କରିଚାଲିଛନ୍ତି। କେଉଁଠି ଏକ ସ୍ଥାନରେ ଘର କାମ ଚାଲିଛି। ତେବେ ସିମେଣ୍ଟ କିପରି ଉପରକୁ ନିଆଯାଉଛି ଦେଖନ୍ତୁ। ଭଙ୍ଗା ସ୍କୁଟର ଗାଡି ଷ୍ଟାଟ କଲେ ସିମେଣ୍ଟ ଉପରକୁ ଯାଉଛି।
ଏକ ଦୌଡି ସାହାଯ୍ୟରେ ବ୍ୟକ୍ତି ଜଣଙ୍କ ଖୁବ ବୁଦ୍ଧି ଲଗାଇ ଏମିତି କରିଛନ୍ତି। ଯାହାକୁ କିଛି ଲୋକ ଭାରି ପ୍ରଶଂସା ମଧ୍ୟ କରିଛନ୍ତି। ଆଉ କିଛି ଲୋକ ମଧ୍ୟ ମଜାକ କରିଥିବା ଦେଖିବାକୁ ମିଳିଛି।