ଟିଚର୍ ଟ୍ରେନିଂ ସ୍କୁଲଗୁଡ଼ିକର ସଂଖ୍ୟା ବଢ଼ାଯିବ । ୩ ବର୍ଷରେ ୮ ହଜାର ଶିକ୍ଷକ ନିଯୁକ୍ତି ହେବେ । ଆଦିବାସୀଙ୍କ କଲ୍ୟାଣ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା ହୋଇଛି । ଆଦିବାସୀଙ୍କ ପାଇଁ PVTG ବିକାଶ ମିଶନର ଶୁଭାରମ୍ଭ । ଆଦିବାସୀ କ୍ଷେତ୍ରରେ ବିଶେଷ ସ୍କୁଲ ଖୋଲାଯିବ ।
୩ ବର୍ଷରେ ୮ ହଜାର ଶିକ୍ଷକ ହେବେ ନିଯୁକ୍ତି
Download Argus News App
