ଅଧିକ ପଢନ୍ତୁ : ମାର୍ଚ୍ଚ ୩୧ରୁ ଆଇପିଏଲର ୧୬ ତମ ସଂସ୍କରଣ ଆରମ୍ଭ
ଗୁଜୁରାଟ ଟାଇଟାନ୍ସ ଡିଫେଣ୍ଡିଂ ଚାମ୍ପିଅନ୍ ଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଦେଖିବାକୁ ମିଳିବ କଡ଼ା ଟକ୍କର । ଚଳିତ ଥର ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ । ତେବେ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ୍ ମେ ମାସ ୨୮ ତାରିଖରେ ଖେଳାଯିବ । ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇପିଏଲ୍ ୨୦୨୩ ସିଜିନ୍ ପାଇଁ ସିଡ୍ୟୁଲ୍ ଜାରି କରିଛି । ଆସନ୍ତୁ ଆପଣଙ୍କୁ ଆଉ ଥରେ ମନେ ପକାଇ ଦେଉଛୁ କିଏ କାହା ସହିତ କୋଉ ଦିନ ଖେଳିବ ।
ଅଧିକ ପଢନ୍ତୁ : ଆଇପିଏଲରୁ ବାଦ ପଡ଼ିଲେ ରିଚାର୍ଡସନ
ମାର୍ଚ୍ଚ ୩୧ – ସନ୍ଧ୍ୟା ୭.୩୦ : ଗୁଜୁରାଟ ଟାଇଟନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ – ଅହମଦାବାଦ
ଏପ୍ରିଲ୍ ୧ – ଅପରାହ୍ନ ୩.୩୦ : ପଞ୍ଜାବ କିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ – ମୋହାଲି
ଏପ୍ରିଲ୍ ୧ – ସନ୍ଧ୍ୟା ୭.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ଦିଲ୍ଲୀ କ୍ୟାପିଟାଲ୍ସ – ଲକ୍ଷ୍ନୌ
ଏପ୍ରିଲ୍ ୨ – ଅପରାହ୍ନ ୩.୩୦: ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ – ହାଇଦ୍ରାବାଦ
ଏପ୍ରିଲ୍ ୨ – ସନ୍ଧ୍ୟା ୭.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ମୁମ୍ବାଇ ଇଣ୍ଡିଆନ୍ସ – ବେଙ୍ଗାଲୁରୁ
ଏପ୍ରିଲ୍ ୩ – ସନ୍ଧ୍ୟା ୭.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ଚେନ୍ନାଇ
ଏପ୍ରିଲ୍ ୪ – ସନ୍ଧ୍ୟା ୭.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-ଗୁଜୁରାଟ ଟାଇଟନ୍ସ – ଦିଲ୍ଲୀ
ଏପ୍ରିଲ୍ ୫ – ସନ୍ଧ୍ୟା ୭.୩୦ : ରାଜସ୍ଥାନ ରୟାଲ୍ସ-ପଞ୍ଜାବ କିଙ୍ଗ୍ସ – ଗୁଆହାଟୀ
ଏପ୍ରିଲ୍ ୬ – ସନ୍ଧ୍ୟା ୭.୩୦ : କୋଲକାତା ନାଇଟ ରାଇଡର୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – କୋଲକାତା
ଏପ୍ରିଲ୍ ୭ – ସନ୍ଧ୍ୟା ୭.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ସନରାଇଜର୍ସ ହାଇଦ୍ରାବାଦ – ଲକ୍ଷ୍ନୌ
ଏପ୍ରିଲ୍ ୮ – ଅପରାହ୍ନ ୩.୩୦ : ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ – ଗୁଆହାଟୀ
ଏପ୍ରିଲ୍ ୮ – ସନ୍ଧ୍ୟା ୭.୩୦ : ମୁମ୍ବାଇ ଇଣ୍ଡିଆନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ – ମୁମ୍ବାଇ
ଏପ୍ରିଲ୍ ୯ – ଅପରାହ୍ନ ୩.୩୦ : ଗୁଜୁରାଟ ଟାଇଟନ୍ସ-କୋଲାକାତା ନାଇଟ୍ ରାଇଡର୍ସ – ଅହମଦାବାଦ
ଏପ୍ରିଲ୍ ୯ – ସନ୍ଧ୍ୟା ୭.୩୦ : ସନରାଇଜର୍ସ ହାଇଦ୍ରାବାଦ-ପଞ୍ଜାବ କିଙ୍ଗ୍ସ – ହାଇଦ୍ରାବାଦ
ଏପ୍ରିଲ୍ ୧୦ – ସନ୍ଧ୍ୟା ୭.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ବେଙ୍ଗାଲୁରୁ
ଏପ୍ରିଲ୍ ୧୧ – ସନ୍ଧ୍ୟା ୭.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ – ଦିଲ୍ଲୀ
ଏପ୍ରିଲ୍ ୧୨ – ସନ୍ଧ୍ୟା ୭.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ – ଚେନ୍ନାଇ
ଏପ୍ରିଲ୍ ୧୩ – ସନ୍ଧ୍ୟା ୭.୩୦ : ପଞ୍ଜାବ କିଙ୍ଗ୍ସ-ଗୁଜୁରାଟ ଟାଇଟନ୍ସ – ମୋହାଲି
ଏପ୍ରିଲ୍ ୧୪ – ସନ୍ଧ୍ୟା ୭.୩୦ : କୋଲକାତା ନାଇଟ୍ ରାଇଡର୍ସ-ସନରାଇଜର୍ସ ହାଇଦ୍ରାବାଦ – କୋଲକାତା
ଏପ୍ରିଲ୍ ୧୫ – ଅପରାହ୍ନ ୩.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଲୀ କ୍ୟାପିଟାଲ୍ସ – ବେଙ୍ଗାଲୁରୁ
ଏପ୍ରିଲ୍ ୧୫ – ସନ୍ଧ୍ୟା ୭.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ପଞ୍ଜାବ କିଙ୍ଗ୍ସ – ଲକ୍ଷ୍ନୌ
ଏପ୍ରିଲ୍ ୧୬ – ଅପରାହ୍ନ ୩.୩୦ : ମୁମ୍ବାଇ ଇଣ୍ଡିଆନ୍ସ-କୋଲକାତା ନାଇଟ୍ ରାଇଡର୍ସ – ମୁମ୍ବାଇ
ଏପ୍ରିଲ୍ ୧୬ – ସନ୍ଧ୍ୟା ୭.୩୦ : ଗୁଜୁରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ – ଅହମଦାବାଦ
ଏପ୍ରିଲ୍ ୧୭ – ସନ୍ଧ୍ୟା ୭.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଚେନ୍ନାଇ ସୁପରକିଙ୍ଗ୍ସ – ବେଙ୍ଗାଲୁରୁ
ଏପ୍ରିଲ୍ ୧୮ – ସନ୍ଧ୍ୟା ୭.୩୦ : ସନରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନ୍ସ – ହାଇଦ୍ରାବାଦ
ଏପ୍ରିଲ୍ ୧୯ – ସନ୍ଧ୍ୟା ୭.୩୦ : ରାଜସ୍ଥାନ ରୟାଲ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ଜୟପୁର
ଏପ୍ରିଲ୍ ୨୦ – ଅପରାହ୍ନ ୩.୩୦ : ପଞ୍ଜାବ କିଙ୍ଗ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ମୋହାଲି
ଏପ୍ରିଲ୍ ୨୦ – ସନ୍ଧ୍ୟା ୭.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ – ଦିଲ୍ଲୀ
ଏପ୍ରିଲ୍ ୨୧ – ସନ୍ଧ୍ୟା ୭.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-ସନରାଇଜର୍ସ ହାଇଦ୍ରାବାଦ – ଚେନ୍ନାଇ
ଏପ୍ରିଲ୍ ୨୨ – ଅପରାହ୍ନ ୩.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ଗୁଜୁରାଟ ଟାଇଟନ୍ସ – ଲକ୍ଷ୍ନୌ
ଏପ୍ରିଲ୍ ୨୨ – ସନ୍ଧ୍ୟା ୭.୩୦ : ମୁମ୍ବାଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗ୍ସ – ମୁମ୍ବାଇ
ଏପ୍ରିଲ୍ ୨୩ – ଅପରାହ୍ନ ୩.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ରାଜସ୍ଥାନ ରୟାଲ୍ସ – ବେଙ୍ଗାଲୁରୁ
ଏପ୍ରିଲ୍ ୨୩ – ସନ୍ଧ୍ୟା ୭.୩୦ : କୋଲକାତା ନାଇଟ୍ ରାଇଡର୍ସ-ଚେନ୍ନାଇ ସୁପରକିଙ୍ଗ୍ସ – କୋଲକାତା
ଏପ୍ରିଲ୍ ୨୪ – ସନ୍ଧ୍ୟା ୭.୩୦ : ସନରାଇଜର୍ସ ହାଇଦ୍ରାବାଦ-ଦିଲ୍ଲୀ କ୍ୟାପଟାଲ୍ସ – ହାଇଦ୍ରାବାଦ
ଏପ୍ରିଲ୍ ୨୫ – ସନ୍ଧ୍ୟା ୭.୩୦ : ଗୁଜୁରାଟ ଟାଇଟନ୍ସ-ମୁମ୍ବାଇ ଇଣ୍ଡିଆନ୍ସ – ଅହମଦାବାଦ
ଏପ୍ରିଲ୍ ୨୬ – ସନ୍ଧ୍ୟା ୭.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-କୋଲକାତା ନାଇଟ୍ ରାଇଡର୍ସ – ବେଙ୍ଗାଲୁରୁ
ଏପ୍ରିଲ୍ ୨୭ – ସନ୍ଧ୍ୟା ୭.୩୦ : ରାଜସ୍ଥାନ ରୟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ – ଜୟପୁର
ଏପ୍ରିଲ୍ ୨୮ – ସନ୍ଧ୍ୟା ୭.୩୦ : ପଞ୍ଜାବ କିଙ୍ଗ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ମୋହାଲି
ଏପ୍ରିଲ୍ ୨୯ – ଅପରାହ୍ନ ୩.୩୦ : କୋଲକାତା ନାଇଟ୍ ରାଇଡର୍ସ-ଗୁଜୁରାଟ ଟାଇଟନ୍ସ – କୋଲକାତା
ଏପ୍ରିଲ୍ ୨୯ – ସନ୍ଧ୍ୟା ୭.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ – ଦିଲ୍ଲୀ
ଏପ୍ରିଲ୍ ୩୦ – ଅପରାହ୍ନ ୩.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-ପଞ୍ଜାବ କିଙ୍ଗ୍ସ – ଚେନ୍ନାଇ
ଏପ୍ରିଲ୍ ୩୦ – ସନ୍ଧ୍ୟା ୭.୩୦ : ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ – ମୁମ୍ବାଇ
ମେ ୧ – ସନ୍ଧ୍ୟା ୭.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ଲକ୍ଷ୍ନୌ
ମେ ୨ – ସନ୍ଧ୍ୟା ୭.୩୦ : ଗୁଜୁରାଟ ଟାଇଟନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ – ଅହମଦାବାଦ
ମେ ୩ – ସନ୍ଧ୍ୟା ୭.୩୦ : ପଞ୍ଜାବ କିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ – ମୋହାଲି
ମେ ୪ – ଅପରାହ୍ନ ୩.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ଚେନ୍ନାଇ ସୁପରକିଙ୍ଗ୍ସ – ଲକ୍ଷ୍ନୌ
ମେ ୪ – ସନ୍ଧ୍ୟା ୭.୩୦ : ସନରାଇଜର୍ସ ହାଇଦ୍ରାବାଦ-କୋଲକାତା ନାଇଟ୍ ରାଇଡର୍ସ – ହାଇଦ୍ରାବାଦ
ମେ ୫ – ସନ୍ଧ୍ୟା ୭.୩୦ : ରାଜସ୍ଥାନ ରୟାଲ୍ସ-ଗୁଜୁରାଟ ଟାଇଟନ୍ସ – ଜୟପୁର
ମେ ୬ – ଅପରାହ୍ନ ୩.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ – ଚେନ୍ନାଇ
ମେ ୬ – ସନ୍ଧ୍ୟା ୭.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ଦିଲ୍ଲୀ
ମେ ୭ – ଅପରାହ୍ନ ୩.୩୦ : ଗୁଜୁରାଟ ଟାଇଟନ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ଅହମଦାବାଦ
ମେ ୭ – ସନ୍ଧ୍ୟା ୭.୩୦ : ରାଜସ୍ଥାନ ରୟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ – ଜୟପୁର
ମେ ୮ – ସନ୍ଧ୍ୟା ୭.୩୦ : କୋଲକାତା ନାଇଟ୍ ରାଇଡର୍ସ-ପଞ୍ଜାବ କିଙ୍ଗ୍ସ – କୋଲକାତା
ମେ ୯ – ସନ୍ଧ୍ୟା ୭.୩୦ : ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ମୁମ୍ବାଇ
ମେ ୧୦ – ସନ୍ଧ୍ୟା ୭.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-ଦିଲ୍ଲୀ କ୍ୟାପିଟାଲ୍ସ – ଚେନ୍ନାଇ
ମେ ୧୧ – ସନ୍ଧ୍ୟା ୭.୩୦ : କୋଲକାତା ନାଇଟ୍ ରାଇଡର୍ସ-ରାଜସ୍ଥାନ ରୟାଲ୍ସ – କୋଲକାତା
ମେ ୧୨ – ସନ୍ଧ୍ୟା ୭.୩୦ : ମୁମ୍ବାଇ ଇଣ୍ଡିଆନ୍ସ-ଗୁଜୁରାଟ ଟାଇଟନ୍ସ – ମୁମ୍ବାଇ
ମେ ୧୩ – ଅପରାହ୍ନ ୩.୩୦ : ସନରାଇଜର୍ସ ହାଇଦ୍ରାବାଦ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ହାଇଦ୍ରାବାଦ
ମେ ୧୩ – ସନ୍ଧ୍ୟା ୭.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-ପଞ୍ଜାବ କିଙ୍ଗ୍ସ – ଦିଲ୍ଲୀ
ମେ ୧୪ – ଅପରାହ୍ନ ୩.୩୦ : ରାଜସ୍ଥାନ ରୟାଲ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ଜୟପୁର
ମେ ୧୪ – ସନ୍ଧ୍ୟା ୭.୩୦ : ଚେନ୍ନାଇ ସୁପରକିଙ୍ଗ୍ସ-କୋଲକାତା ନାଇଟ୍ ରାଇଡର୍ସ – ଚେନ୍ନାଇ
ମେ ୧୫ – ସନ୍ଧ୍ୟା ୭.୩୦ :ଗୁଜୁରାଟ ଟାଇଟନ୍ସ-ସନରାଇଜର୍ସ ହାଇଦ୍ରାବାଦ – ଅହମଦାବାଦ
ମେ ୧୬ – ସନ୍ଧ୍ୟା ୭.୩୦ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍-ମୁମ୍ବାଇ ଇଣ୍ଡିଆନ୍ସ – ଲକ୍ଷ୍ନୌ
ମେ ୧୭ – ସନ୍ଧ୍ୟା ୭.୩୦ : ପଞ୍ଜାବ କିଙ୍ଗ୍ସ-ଦିଲ୍ଲୀ କ୍ୟାପିଟାଲ୍ସ – ଧର୍ମଶାଳା
ମେ ୧୮ – ସନ୍ଧ୍ୟା ୭.୩୦ : ସନରାଇଜର୍ସ ହାଇଦ୍ରାବାଦ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ହାଇଦ୍ରାବାଦ
ମେ ୧୯ – ସନ୍ଧ୍ୟା ୭.୩୦ : ପଞ୍ଜାବ କିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ – ଧର୍ମଶାଳା
ମେ ୨୦ – ଅପରାହ୍ନ ୩.୩୦ : ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପରକିଙ୍ଗ୍ସ – ଦିଲ୍ଲୀ
ମେ ୨୦ – ସନ୍ଧ୍ୟା ୭.୩୦ : କୋଲକାତା ନାଇଟ ରାଇଡର୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – କୋଲକାତା
ମେ ୨୧ – ଅପରାହ୍ନ ୩.୩୦ : ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ – ମୁମ୍ବାଇ
ମେ ୨୧ – ସନ୍ଧ୍ୟା ୭.୩୦ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଗୁଜୁରାଟ ଟାଇଟନ୍ସ – ବେଙ୍ଗାଲୁରୁ