ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହୋଟେଲ, ହଲ୍ କିମ୍ବା କୌଣସି ସାର୍ବଜନୀନ ସ୍ଥାନରେ ବିବାହ ସମାରୋହ ଆଦିକୁ ବାରଣ କରାଯାଇଛି । ଅନ୍ୟପଟେ 20 ଜଣ ସଦସ୍ୟଙ୍କ ମଧ୍ୟରେ ଘରେ କିମ୍ବା କୋର୍ଟରେ ବିବାହ ପାଇଁ ଅନୁମତି ଦିଆଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛିଦିନ ମଧ୍ୟରେ କୋରୋନା ମାମଲା ରାଜଧାନୀରେ କମିଛି । ଏପ୍ରିଲ 26ରେ ଏହି ହାର 35 ପ୍ରତିଶତ ଥିବାବେଳେ ଏବେ ଏହା 23 ପ୍ରତିଶତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
We used the lockdown period to boost our medical infrastructure & to increase oxygen beds at various locations. The oxygen situation has improved in Delhi. We're not getting panic or SOS calls from hospitals now: Delhi CM Arvind Kejriwal pic.twitter.com/hlDxjlC5iX — ANI (@ANI) May 9, 2021