ତେଣୁ ଅଶୋକ ଗେହଲଟ ରାଜସ୍ଥାନର ଚୌକି ଏବଂ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏକାଥରକେ ମନୋନୀତ ହୋଇପାରିବେନି । କିନ୍ତୁ ଗେହଲଟ କହିଛନ୍ତି ଯେ ସେ ଅଧ୍ୟକ୍ଷ ପଦ ପାଇଁ ରେସରେ ସାମିଲ ହେବେ ଏବଂ ଏହା ପାଇଁ ଖୁବଶୀଘ୍ର ସେ ଡେଟ୍ ମଧ୍ୟ ଫିକ୍ସ କରିବେ । ଏହା ମଧ୍ୟରେ ସଚ୍ଚିନ ପାଇଲଟଙ୍କ ପାଇଁ ମଧ୍ୟ ଆଶା ଉଜ୍ଜଳ ହେବାରେ ଲାଗିଛି । ୧୭ ଅକ୍ଟୋବରରେ କଂଗ୍ରେସ ଅଦ୍ଧକ୍ଷ ପଦ ପାଇଁ ମତଦାନ ହେବ ।ଏବଂ ଏହାର ଫଳାଫଳ ୨୨ ଅକ୍ଟୋବରରେ ଆସିବ ।
ରାଜନୀତି ଖବର ଆହୁରି ପଢନ୍ତୁ ।
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦିଲ୍ଲୀରେ ରାଜନୀତି ସରଗରମ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦିଲ୍ଲୀରେ ରାଜନୀତି ସରଗରମ । ପ୍ରାର୍ଥୀ ହବା ନେଇ ମୁଡରେ ଅଶୋକ ଗେହଲଟ। ଅଶୋକ ଗେହଲଟ,ଶଶି ଥରୁର ଏବଂ ମନୀଷ ତୀୱାରୀଙ୍କ ନାମରେ ଚର୍ଚ୍ଚା ହେଉଥିଲା । କିନ୍ତୁ ରାହୁଲ ଗାନ୍ଧୀ ସଙ୍କେତ ଦେଇଛନ୍ତି ଯେ ଏକାଥରକେ ଜଣେ ଦୁଇଟି ପଦବୀରେ ରହିବା ସମ୍ଭବ ନୁହଁ ।
Download Argus News App
