କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୋଟ୍ ଦେବା ପରେ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ନିବେଦନ କରୁଛି ସମସ୍ତେ ନିଜର ମତଦାନ ସାବ୍ୟସ୍ତ କରୁନ୍ତୁ। ବିଶେଷ କରି ଯେଉଁମାନେ ପ୍ରଥମ ଥର ଭୋଟର ହୋଇଛନ୍ତି ଅର୍ଥାତ ପ୍ରଥମ ଥର ପାଇଁ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ଯୋଗ୍ୟତା ଲାଭ କରିଥିବା ଯୁବକ ଏବଂ ଯୁବତୀ ଭୋଟ୍ ଦେବା ଉଚିତ୍।
ନୂଆ ଭୋଟରଙ୍କୁ ଭୋଟ୍ ଦେବା ପାଇଁ ଅପିଲ କଲେ ଶାହ
Download Argus News App
