ସନ୍ଧ୍ୟା 7 ଟାରେ ଝାରସୁଗୁଡ଼ା ବିଟିଏମ୍ ବିଦେଶୀ ମଦ ଦୋକାନ ସାମ୍ନାରେ ଟାଟା କ୍ୟାପିଟାଲ ଫାଇନାନ୍ସ କମ୍ପାନୀ କର୍ମଚାରୀ ଦିଲ୍ଲୀପ ସାହୁ ଙ୍କ ହାଥରୁ ଜୋର ଜବରଦସ୍ତ କରି ଦୁର୍ବୃତ୍ତ ଛଡ଼େଇ ନେଇଛନ୍ତି 30.000 ଟଙ୍କା। ଚୋରିର ସମ୍ପୂର୍ଣ ଦୃଶ୍ୟ cctv ଜ୍ୟାମେରାରେ କଏଦ ହୋଇଛି । ସଦର ଥାନା ପୋଲିସ cctv କ୍ୟାମେରା ଫୁଟେଜ କୁ ଦେଖି କରୁଛି ତଦନ୍ତ ଆରମ୍ଭ କରିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଫାଇନାନ୍ସ କର୍ମଚାରୀଙ୍କ ଠୁ ଛଡ଼େଇନେଲେ ୩୦ ହଜାର

ଝାରସୁଗୁଡା : ଝାରସୁଗୁଡାରେ ମାତିଲେଣି ଲୁଟେରା । ଦିନ ହେଉ କି ସନ୍ଧ୍ୟା ରାସ୍ତାରେ ଲୁଟ କରି ଫେରାର ହୋଇଯାଉଛନ୍ତି ଲୁଟେରା। ଏପଟେ ପୋଲିସ ଲାଗିଛି ହେଲମେଣ୍ଟ ଚେକିଂରେ। ଗତକାଲି ସନ୍ଧ୍ୟା ସମୟରେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ରାସ୍ତାରେ ମାଡ଼ମାରି ଟଙ୍କା ଲୁଟ କରିଥିବା ସୂଚନା। CCTV ରେ କଏଦ ହୋଇଛି ଲୁଟେରାଙ୍କ ଚୋରି ର ସମ୍ପୂର୍ଣ ଦୃଶ୍ୟ।
Download Argus News App
