ପରେ ଗତ ଶୁକ୍ରବାର ଦିନ ବାପି ନାୟକ ଘରକୁ ଆସିବା ପରେ ପୋଲିସ ପ୍ରବଳ ମାତ୍ରାରେ ମାଡ଼ ମାରିଥିବା ତାଙ୍କ ଘରେ କହିଥିଲେ। ତେବେ ଥାନାରୁ ଆସିବା ପରେ ତାଙ୍କ ଦେହ ଅସୁସ୍ଥ ଥିଲା । ଗତକାଲି ବିଳମ୍ବିତ ରାତିରେ ବାପି ନାୟକଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକ ଅଭିଯୋଗ କରିଛନ୍ତି ବାପି ଅସୁସ୍ଥ ଥିଲେ ତାଙ୍କୁ ଥାନାରେ ମାଡ ମାରିବା ପରେ ଗତକାଲି ସେ କଷ୍ଟ ସହିନପାରି ମୃତ୍ୟୁ ବରଣ କରିଛନ୍ତି ।
ପୋଲିସ ମାଡରେ ମୃତ୍ୟୁ ଅଭିଯୋଗ
Download Argus News App
