କୁଳମଣି ବରାଳ ହତ୍ୟାକାରୀ ପ୍ରଫୁଲ୍ଲ ସ୍ୱାଇଁ କାବୁଆକୁ ଟ୍ରକ୍ ଚଢ଼େଇ ମାରି ଦିଆଗଲା। ସେହିପରି ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁକୁ ଜେଲରେ ମରାଗଲା। ଏବେ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କ ସମାନ ଅବସ୍ଥା ନହେବ କିଏ କହିବ ? ଅଭିଯୁକ୍ତକୁ ସୁରକ୍ଷିତ ରଖି ଆଇନ ସମ୍ମତ ଶୁଣାଣି କରେଇବା ସରକାରଙ୍କ ଦାୟିତ୍ୱ ବୋଲି କହିଲେ ଲେଖାଶ୍ରୀ ସାମନ୍ତସିଂହାର।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।