ପୂରୀ ବାସେଳୀ ସାହି ଥାନା ଅଧିକାରୀ କୁଳମଣି ସେଠୀ ଓ ପୋଲିସ ଫୋର୍ସ ଏକ NDPS ମକଦମାର ତଦନ୍ତ ପାଇଁ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ଗ୍ରାମକୁ ଯାଇଥିଲେ।
ସେହି ସମୟରେ ଗ୍ରାମର ଧର୍ମେନ୍ଦ୍ର, ଜିତେନ୍ଦ୍ର ଏବଂ ଲଷ୍ମୀଧର ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ସହ ତଦନ୍ତରେ ବାଧା ସୃଷ୍ଟି କରିଥିଲେ!
ପରେ ପିପିଲି SDPO ଦେବଦତ୍ତ ବରାଳ, ଡେଲାଙ୍ଗ ଥାନାଧିକାରୀ ଅଧିକ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।