ଯୋରନ୍ଦା ଗାଦି ଠାରୁ ୧ କିଲୋମିଟର ଦୂରରେ ଅଟୋଟି ହଠାତ ରାସ୍ତା ତଳକୁ ଓଲଟି ପଡିଥିଲା । ଅଟୋରେ ଥିବା ୭ ଜଣ ସଦସ୍ୟ ଆହାତ ହୋଇ ଅଳ୍ପକେ ବଞ୍ଚିଯାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଟୋଟିକୁ ଜବତ କରିବା ସହିତ ଆହାତମାନଙ୍କୁ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ଥିଲେ ।
ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହି ଅଟୋ
Download Argus News App
