ଅଧିକ ପଢନ୍ତୁ : ଗିରଫ ହେଲେ ଦୁଇ ଯୁବକ
କିନ୍ତୁ ଅନ୍ୟ ଏକ ବାର ର ଦଲାଲ୍ ଏହି ଝିଅ ମାନଙ୍କୁ ସେମାନଙ୍କ ହୋଟେଲରେ ନଚାଇବାକୁ ନେଇଯାଇଥିଲେ। ଯାହା ଫଳରେ ଦୁଇ ଦଲାଲ୍ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇଥିଲା। ଗତ କାଲି ରାତିରେ ଝିଅ ମାନେ ରହୁଥିବା ଏକ ଗେଷ୍ଟ ହାଉସରେ ଏହି ଦୁଇ ଯୁବକ ପହଂଚିବାରୁ ସେଠାରେ ଥିବା କିଛି ଦଲାଲ୍ ଏହି ଦୁଇ ଯୁବକଙ୍କୁ ଉଲଗ୍ନ କରି ମାଡ ମରିଛନ୍ତି । ଖବର ପାଇ ଧଉଳି ଥାନା ପୋଲିସ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ଥିବା ଡ୍ୟାନ୍ସ ବାର ମ୍ୟାନେଜର ଙ୍କୁ ଡାକି ପଚରା ଉଚରା ଆରମ୍ଭ କରିଛି ।