ଅଧିକ ପଢନ୍ତୁ : BMCର ୧୦ ହଜାର, ତଣ୍ଡ ନା ଦଣ୍ଡ ?
ଗିରଫ ମହିଳାଙ୍କ ଘର ପୁରୀ ଗଡ଼ିଶାଗୋଦାରେ ବୋଲି କହିଛି ପୋଲିସ । ଗତ ଜୁନ 29 2022ରେ ଏହି ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ 5 ଜଣ ଗିରଫ ହୋଇଥିଲେ। ସେତେବେଳେ ଧରା ପଡିଥିବା 5 ଜଣଙ୍କ ନିକଟରୁ 68 ହଜାର ଟଙ୍କା ସହ ଗାଡି ଓ ମୋବାଇଲ ଜବତ କରାଯାଇଥିଲା ।
ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ପଞ୍ଝାରେ ଅନଲାଇନ୍ ଏସ୍କର୍ଟସ ସର୍ଭିସର ରାଣୀ ମହୁମାଛି । ଅନଲାଇନରେ ଝିଅ ଯୋଗାଡ଼ିବାକୁ କହି ଯୁବକଙ୍କୁ ପାଲରେ ପକାଉଥିଲେ । ପରେ ଯୁବକ ମାନଙ୍କଠାରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ମହିଳା ରାଣୀ ମହୁମାଛିକୁ ନୟପଲ୍ଲୀ ଅଞ୍ଚଳରୁ ଗିରଫ କରିଛି ସାଇବର ଥାନା ପୋଲିସ ।