ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମହଙ୍ଗା ପଡ଼ିଲା ଚାଷୀଙ୍କ ନାଁରେ ଋଣ ଜାଲିଆତି । ୧ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସମବାୟ ସମିତି ସମ୍ପାଦକ । ନୟାଗଡ଼ ନୋତର ସମବାୟ ସମିତିର ପୂର୍ବତନ ସମ୍ପାଦକ ଆଶିଷ କୁମାର ପ୍ରଧାନ ଗିରଫ । ୧୨୦ ଜଣ ଚାଷୀଙ୍କ ନାମରେ ଋଣ ଜାଲିଆତି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ କରିଛି ନୟାଗଡ଼ ଇଟାମାଟି ଥାନା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ଏସପି । ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେଉଥିଲେ ଗତ ବିଜେଡି ସରକାର, ଏବେ ଆକ୍ସନ୍ ନେଉଛନ୍ତି ବିଜେପି ସରକାର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: