63 ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ଚଳାଚଳକୁ ବିରୋଧ କରି ଜୀବନ ସମୁହ ସଂଗଠନ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା କରାଯାଇଥିଲା । ୨୪ ଜାନୁଆରୀରେ ଏହାର ଶୁଣାଣି ହୋଇଥିଲା । ଆଜି ପର୍ଯ୍ୟନ୍ତ ହାଇକୋର୍ଟଙ୍କ ରାୟକୁ ପାଳନ କରାଯାଉନାହିଁ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ପ୍ରତିବାଦରେ ଜୀବନ ସମୁହ ସଂଗଠନ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।