ଅଧିକ ପଢନ୍ତୁ ବାରଣ୍ଡାରେ ଚାଲିଛି ପାଠପଢ଼ା, ଶ୍ରେଣୀଗୃହ ଅଭାବ
କେବଳ କାଗଜ କଲମରେ ହିଁ ସବୁକିଛି ଠିକ ଚାଲିଛି । ହେଲେ ବାସ୍ତବ ଚିତ୍ର କିଛି ଅଲଗା । ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛି ଶିକ୍ଷା ବିଭାଗ । ଏନେଇ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗକୁ ଏହାର ଜବାବ ମାଗିଛନ୍ତି । ଭିଜିଲାନ୍ସ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ତେବେ କେବେ ବଦଳୁଛି ଏଠାକାର ପିଲାଙ୍କ ଭବିଷ୍ୟତ ଏବେ ତାକୁ ହିଁ ଅପେକ୍ଷା ରହିଛି ।
ଅଧିକ ପଢନ୍ତୁ : ଗୋଟିଏ ଶିକ୍ଷକରେ ଚାଲିଛି ବିଦ୍ୟାଳୟ