୩ ଦିନ ତଳେ ମଧ୍ୟ ତାଲା ଭାଙ୍ଗି ଇନଭଟର, କମ୍ପ୍ୟୁଟର ଓ ଫ୍ୟାନ ଚୋରି କରିଥିଲେ । ମେଡିକାଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁଁ ଚୋରି ବଢୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ସ୍ବାସ୍ଥ୍ୟଅଧିକାରୀ ମେଡ଼ିକାଲ ପରିଦର୍ଶନ କରିଛନ୍ତି । ତେବେ ଲୁଟେରାଙ୍କୁ ଧରିବାକୁ ତଦନ୍ତ ଚଳାଇଛି ପୋଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।