ଅଧିକ ଦେଖନ୍ତୁ ଭିଡିଓ : ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା
ମୈନପୁର -ନୂଆପଡ଼ା ଡିଭିଜନାଲ୍ କମିଟି ପକ୍ଷରୁ ଏହି ହତ୍ୟାକାଣ୍ଡ ଘଟାଯାଇଛି। ଗତ ଫେବୃଆରି ମାସ ୨୩ ତାରିଖ ଦିନ ହାତିଗାଁ ଅନ୍ତର୍ଗତ ଖାଲେପାରା ଗ୍ରାମର ଚନ୍ଦନ ମଲ୍ଲିକଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିଲେ ମାୱାଦୀ। ୧୦ ଦିନ ପୂର୍ବେ ସୀମାନ୍ତ ଚାମେନ୍ଦା ଗ୍ରାମର ନାରଦ ମାର୍କମଙ୍କୁ ମଧ୍ୟ ହତ୍ୟା କରିଥିଲେ ମାଓବାଦୀ।