ଅଧିକ ପଢନ୍ତୁ : ବଡ ପରଦାରେ ମୁକ୍ତିଲାଭ କଲା ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ''ଫାଲଗୁନ ଚୈତ୍ର''
ଚଳଚ୍ଚିତ୍ରଟିର ପ୍ରଯୋଜକ ସତ୍ୟଜିତ ବାଗ ଥିବା ବେଳେ ସିନମୋଟୋଗ୍ରାଫି ଦାୟିତ୍ଵରେ ଅଛନ୍ତି ରବିନ୍ଦ୍ର ବେହେରା। ସେହି ଭଳି ସଙ୍ଗୀତରେ ବୈଦ୍ୟନାଥ ବେହେରା ଥିବା ସ୍ଥଳେ ସମ୍ପାଦନା ରେ ରାଜେଶ ଦାଶ ଅଛନ୍ତି। ଏଥିରେ ସଂଳାପ ରଚନା କରିଛନ୍ତି ବିଶ୍ବ ଭୂଷଣ ମିଶ୍ର। ମୁଖ୍ୟ ଭୂମିକାରେ ଶୁଭାଶିଷ ଶର୍ମା,ସୁପ୍ରିୟା ନାୟକ,ନମ୍ରତା ଥାପ୍ପା,ଏବଂ ଦୁଷ୍ମନ୍ତ ପଣ୍ଡା ଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ବରିଷ୍ଠ କଳାକାର ଅଶ୍ରୁମୋଚନ ମହାନ୍ତି,ପ୍ରିୟଙ୍କା ମହାପାତ୍ର,ଅଶୋକ ଦାଶ,ମନୀଷା ମିଶ୍ର,ଭୂପତି ତ୍ରିପାଠୀ,ପୀୟୂଷ ତ୍ରିପାଠୀ,ଉଦିତ୍ ଗୁରୁ ମହାପାତ୍ର,କାଳି ଚରଣ,ଦେବାଶିଷ ଦାସ,ଅନିତା,ବୀର,ସୁଵାସିନୀ, ଅୟେଶା,ବିଭୁ ଦୀକ୍ଷିତ୍,ସିପୁନା,ପ୍ରତାପ,ବ୍ରଜ ସିଂ ଏବଂ ଜ୍ଞାନ । ଚଳିତ ବର୍ଷ ରାକ୍ଷି ପୁର୍ଣିମା ରେ କାଇଁଚ ମାଳି ଚଳଚ୍ଚିତ୍ର ପ୍ରେକ୍ଷାଳୟ ରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି।