ଡେଥ ରେଟ ବଢିବ ନା କମିବ ଏବେଠୁ କିଛି କହିହେବ ନାହିଁ । ଫାଷ୍ଟ ୱେଭ ଧୀରେ ଧୀରେ ବ୍ୟାପୁଥିଲା କିନ୍ତୁ ଦ୍ବିତୀୟ ୱେଭ ନୂଆ ଟ୍ରେଣ୍ଡ ଜୋରରେ ବ୍ୟାପୁଛି । ରାଜ୍ୟରେ ପର୍ଯ୍ୟାପ୍ତ ଫାବିପିରାଫିର ଓ ରେମିଡେସିଭର ମହଜୁତ ଥିବା ସୂଚନା ଦେଇଛନ୍ତି ସିବିକେ ମହାନ୍ତି ।
ରାଜଧାନୀରେ ଲୋକ ନିୟମ ମାନୁନାହାଁନ୍ତି: ଡାକ୍ତର ସିବିକେ ମହାନ୍ତି
ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା

ଅର୍ଗସ ବ୍ୟୁରୋ: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା। ଦୁଇ ଦୁଇ ଥର ହେଲା ସାର୍ଟିଫିକେଟ ଯାଞ୍ଚ। ହେଲେ ୟୁନିଭରସିଟିରୁ ସମାନ ଉତ୍ତର ଆସିଲା ନାମ ଓ ରେଜିଷ୍ଟ୍ରେସନ ନମ୍ବର ମ୍ୟାଚ ଖାଉନି । ନାମ ଓ ରେଜିଷ୍ଟ୍ରେସନ ନମ୍ବର ମ୍ୟାଚ ନଖାଇବାରୁ ତାହା ଜାଲି ବୋଲି ପ୍ରମାଣିତ ହୋଇଗଲା।
ଚିହ୍ନଟ ହୋଇଥିବା ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ ଜଣକ ହେଉଛନ୍ତ
Download Argus News App
