ଘଟଣାସ୍ଥଳରେ ଭରତପୁର ପୋଲିସର ତଦନ୍ତ ଜାରି ରହିଛି। ସେମାନଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଛି।
ତେବେ ଏଥିରେ କାହାର ହାତ ଅଛି, ତାହା ଜଣା ପଡି ନାହିଁ। ରାଜଧାନୀରେ ଏହି ଘଟଣା ବାରମ୍ବାର ହେଉଛି। ଏହାକୁ ରୋକିବାରେ ପୋଲିସ ସଫଳ ହୋଇପାରୁ ନାହିଁ।
ଭୁବନେଶ୍ଵର : ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ ହୋଇଛି। ଭରତପୁର ଥାନା ଅଞ୍ଚଳରେ ଏକ OYO ହୋଟେଲରେ ପୋଲିସ ଛାପା ମାରିଛି। OYO ହୋଟେଲରୁ ୬ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଯୁବକ ଗିରଫ ହୋଇଛନ୍ତି।