ଗତକାଲି ଅପରାହ୍ନରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ, ଦୀର୍ଘ ସମୟ ପରେ ନିଆଁ କୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ଏହି ଅଗ୍ନିକାଣ୍ଡ ରେ ସମସ୍ତ ଅଗ୍ନିବିପନ୍ନ ଙ୍କ ଆଖି ସାମ୍ନାରେ ଜଳିଗଲା ସମସ୍ତ ସାଇତା ସମ୍ପତି। ଏତି ସହ ବର୍ଷକର ଅମଳ ଧାନ । ସେପଟେ ପିଲାଙ୍କ ବହି ଠାରୁ ଆରମ୍ଭ କରି ସମସ୍ତ ପରିଚୟ ପ୍ରମାଣପାତ୍ର ପୋଡ଼ି ପାଉଁଶ ହୋଇଛି | ତେବେ ପ୍ରଶାସନ ପକ୍ଷରୁ ଗତ କାଲି ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଦିଆଯାଇଥିବା ବେଳେ,ତହସିଲ ପକ୍ଷରୁ ପଲିଥିନ ପାଲ ଯୋଗାଇ ଦିଆଯାଇଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ