ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ସଚେତନତା କରିବା ପାଇଁ ଆଜି ବସ୍ତିରେ କୁଜଙ୍ଗ ରେଞ୍ଜର ମତ୍ସ୍ୟ ବିଭାଗ, ଜଟାଧାରୀ ମୁହାଣ ପୋଲିସ ମିଳିତ ଭାବେ ବସ୍ତିରେ ସଚେତନତା ସୃଷ୍ଟି କରିଛନ୍ତି l ବର୍ତ୍ତମାନ ସମୁଦ୍ର ଉପକୂଳ କୁ କଇଁଚ ମାନେ ଅଣ୍ଡା ଦାନ କରିବାକୁ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ୍ ହେବାକୁ କୁହାଯାଇଛି l
କଇଁଚ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ଜଗତସିଂହପୁର: କୁଜଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଲୁଣାଜଙ୍ଗଲ ବନଖଣ୍ଡ ବନ୍ୟପ୍ରାଣୀ ରାଜନଗର ପକ୍ଷରୁ ସାମୁଦ୍ରିକ କଇଁଚ ର ସୁରକ୍ଷା ପାଇଁ ପାରାଦୀପ ଷଣ୍ଡକୁଦ ରେ ଆରମ୍ଭ ହେଲା ସଚେତନତା କାର୍ଯ୍ୟକ୍ରମ |
Download Argus News App
