ଚଳିତ ବଜେଟ ଅଧିବେସନକୁ ନେଇ ଏକ ସାମ୍ଵାଦିକ ସମ୍ମିଳନୀ ପରେ ରେଙ୍ଗାଳି ଓ ରେଢାଖୋଲ ନିର୍ବାଚନ ମଣ୍ତଳିରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସେଠାରେ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ।
ଦିନିକିଆ ସମ୍ୱଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ସମ୍ୱଲପୁର: କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କର ଦିନକିଆ ସମ୍ବଲପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ନାଇଟ କୋଚ ବସରେ ସମ୍ବଲପୁର ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସକାଳୁ ସମ୍ବଲପୁରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କୁ ସ୍ୱାଗତ ଜଣାଇଥିଲେ ବିଧାୟକ ନାଉରି ନାୟକ, ଜିଲ୍ଲା ସଭାପତି ଗିରିଷ ପଟେଲ ଓ ବିଜେପି କର୍ମୀ ।
Download Argus News App
